Odisha Link
Bridging the Missing Links in Odisha
Daily Archives

November 24, 2020

ଆଶାରାମଙ୍କୁ ଆଶ୍ବସ୍ତି: ଅନୁରୋଧ ସ୍ବୀକାର…

ଯୋଧପୁର: ବହୁଦିନ ପରେ ପୁଣିଥରେ ଚର୍ଚ୍ଚାରେ ଆଶାରାମ ବାପୁ। କାରଣ ଯୌନ ଶୋଷଣ ଅଭିଯୋଗରେ ଜେଲରେ ବନ୍ଦିଥିବା ଆଶାରାମ ବାପୁଙ୍କର ବେଲ୍‌ ପିଟିସନ୍ ଉପରେ ଶୁଣାଣି ପାଇଁ ଯୋଧପୁର କୋର୍ଟ ରାଜି ହୋଇଛନ୍ତି। ଆଶାରାମ କରିଥିବା ଆବେଦନ ଉପରେ ୨୦୨୧ ମସିହା ଜାନୁଆରୀ ତୃତୀୟ ସପ୍ତାହରେ ଶୁଣାଣି ହେବ। ନିକଟରେ ନିଜ…

ବଡ଼ ବାପାଙ୍କ ଛୁରା ମାଡ଼ରେ ପୁତୁରା ମୃତ

ନୂଆପଡ଼ା: ବଡ଼ ବାପାଙ୍କ ଛୁରା ମାଡ଼ରେ ପୁତୁରା ମୃତ୍ୟୁ ବରଣ କରିଛି। ଏହି ଅଭାବନୀୟ ଘଟଣାଟି ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଆଜି ସକାଳେ ସିନାପାଲି ଥାନା କୁସୁମଜୋର ଗାଁରେ ଜମିଜମା ବିବାଦକୁ ନେଇ ବଡ଼ବାପା ଓ ପୁତୁରାଙ୍କ ଭିତରେ ବଚସା ହୋଇଥିଲା।…

ନେଟଫ୍ଲିକ୍ସର ୨ଜଣ ଅଧିକାରୀଙ୍କ ବିରୋଧରେ…

ମୁମ୍ବାଇ : ନେଟଫ୍ଲିକ୍ସରେ ଅକ୍ଟୋବର ୨୩ତାରିଖରେ ରିଲିଜ ହୋଇଥିବା ସିରିଜର ଏ ସୁଟେବଲ୍ ବୟ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଏହି ସିରିଜରେବଲିଉଡ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ସିରିଜ ଥିବା ଏକ ସିନ ସୋସିଆଲ ମିଡ଼ିଆ ସହ ମନ୍ତ୍ରୀମଣ୍ଡଳରେ ମଧ୍ୟ…

ଟେଲି କଳାକାର ଆଶିଷ ରାୟଙ୍କ ପରଲୋକ

ମୁମ୍ବାଇ: ଟେଲିଭିଜନରେ ଦୁଃଖରେ ଶାୟା ଖେଳି ଯାଇଛି। କିଡନି ଜନିତ ସମସ୍ୟା କାରଣରୁ ଟେଲି କଳାକାର ଆଶିଷ ରଏ ମୃତ୍ୟୁ ବରଣ କରିଛନ୍ତି। ମୃ୍ତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା।ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜୁହୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ…

ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା…

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।…

ଓଡ଼ିଶାରୁ ଫେରିଯିବ…

ଭୁବନେଶ୍ବର: ବିଳମ୍ବରେ ହେଉ ପଛେ ବନ୍ଦୀ ଜୀବନରୁ ‘ସୁନ୍ଦରୀ’ ମୁକ୍ତ ହେବା ଆଶା ଉଜ୍ଜ୍ୱଳ ହୋଇଛି। ଗତ ପ୍ରାୟ ଦୁଇ ବର୍ଷ ହେଲା ଏନ୍‌କ୍ଲୋଜର ଭିତରେ ବନ୍ଦୀ ଜୀବନ ଜିଉଁଥିବା ସାତକୋଶିଆର ଏହି ବାଘୁଣୀକୁ ତା’ର ବଣୁଆ ପ୍ରକୃତି ଫେରାଇ ଆଣିବା ସହ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ିବାକୁ ନିର୍ଦ୍ଦେଶ…

ଶୀତର ପ୍ରକୋପ, ୧୫ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଦାରିଙ୍ଗିବାଡି ତାପମାତ୍ରା ୯ ଡିଗ୍ରୀରେ ରହିଛି। ସେହିପରି ଫୁଲବାଣୀ ୧୧, ସୋନପୁର ୧୧.୪, ଅନୁଗୁଳ ୧୧.୬, ବାରିପଦା ୧୨,…

ରାଜ୍ୟରେ କରୋନା: ୬୪୨ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଏବେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୪ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୬୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ…

ବିଧାନସଭା ଆଗରେ ହାଇଡ୍ରାମା: ଡିଜେଲ ଢାଳି…

ଭୁବନେଶ‌୍ବର: ବିଧାନସଭାର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ଆଗରେ ହାଇଡ୍ରାମା। ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ଡିଜେଲ୍ ଢାଳି ହୋଇ ନୟାଗଡ଼ର ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ୍‌ କାବୁ କରିଛି। କିଛିଦିନ ତଳେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳର ଜଣେ…

ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଘରେ…

ମୁମ୍ବାଇ: ଆଜି ସକାଳୁ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଭାବେ ଇଡି ରେଡ୍ କରିଛି। ଗୋଟିଏ ମନିଲଣ୍ଡରିଂ କେସ୍‌ରେ ପ୍ରତାପଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା।‌ ତାଙ୍କର ଏକାଧିକ ଠିକଣାରେ ରେଡ୍‌ ହୋଇଥିବା ଜଣାପଡ଼ିଛି। ଥାନେ ଅନ୍ତର୍ଗତ ଓଭାଲା-ମାଜିୱାଦା…