Odisha Link
Bridging the Missing Links in Odisha
Daily Archives

December 10, 2020

ବିଦ୍ୟୁତ ତାରରେ ଲାଗିଗଲା ଲୁହାଛଡ଼,…

ଭଞ୍ଜନଗର: ନିଳାଦ୍ରିବିହାର ସାହିର ୩ୟ ଲେନ୍‌ରେ ଏକ ଘର କାମ ଚାଲିଥିବା ବେଳେ ଜଣେ ଶ୍ରମିକ ୩୩ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ଶ୍ରମିକଙ୍କ ନାମ ଟୁନା ସ୍ୱାଇଁ ଓ ତାଙ୍କର ଘର ନିଗଟସ୍ଥ ଗାମୁଣ୍ଡି ଗ୍ରାମ ବୋଲି ଜଣାପଡିଛି। ପ୍ରକାଶ ଯେ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରୁ…

ଧଳସାମନ୍ତଙ୍କ ଘରେ ଚଢ଼ାଉ, ୮ ବନ୍ଧୁକ ଓ…

କଟକ: ଆଜି ସନ୍ଧ୍ୟାରେ କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ସିଡିଏସ୍ଥିତ ଘର ଉପରେ କମିସନରେଟ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ଓ ୫୦୦ଟି ଗୁଳି ଜବତ କରିଛି। ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡି’ ବ୍ରଦର୍ସଙ୍କ ଘରୁ ୫୦୦ ରାଉଣ୍ଡ ଗୁଳି ଓ ୮ଟି ବନ୍ଧୁକ ଜବତ ନେଇ…

ଚଳିତ ମାସରେ ହେବାକୁ ଯାଉଛି ବର୍ଷର ଶେଷ…

ନୂଆଦିଲ୍ଲୀ: ଡି‌ସେମ୍ବର ୧୪ରେ ଚଳିତ ବର୍ଷର ଦ୍ବିତୀୟ ଓ ଶେଷ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିଲା। ଡି‌ସେମ୍ବର ୧୪ରେ ହେବାକୁ ଯାଉଥିବା ଦ୍ବିତୀୟ ସୂର୍ଯ୍ୟ ପରାଗଟି ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ। ଏହା ଚିଲେ ଏବଂ ଆର୍ଜେଣ୍ଟିନାର କିଛି ଭାଗରେ ଦୃଶ୍ୟମାନ ହେବ।…

ଶିକ୍ଷାନୁଷ୍ଠାନ ଖୋଲିବା ଭିନ୍ନ…

ଭୁବନେଶ୍ୱର: ସ୍କୁଲ ଓ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟଙ୍କୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ମନ୍ତବ୍ୟ ନଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ୍ କରିଛନ୍ତି। କୋଭିଡ୍ ସ୍ଥିତିକୁ ଆକଳନ କରିବା ପରେ ଯାହା ଠିକ୍ ସରକାର ଉପଯୁକ୍ତ ପଦକ୍ଷେପ ନେବେ।…

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର…

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ପଞ୍ଜାବକୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକରେ ୧୧୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଇଥିବାର ଜଣାପଡିଛି। ତେବେ ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ସଦର ଓଆଇସି ଆଦିତ୍ୟ ମହାଙ୍କୁର ସୁଚନା…

ସନ୍ନ୍ୟାସ ନେବା ପରେ ପୁଣି କ୍ରିକେଟ…

ନୂଆଦିଲ୍ଲୀ: ସନ୍ନ୍ୟାସ ନେବା ପରେ ପୁଣିଥରେ କ୍ରିକେଟ ମଇଦାନକୁ ଫେରିବେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବାମହାତୀ ବ୍ୟାଟସମ୍ୟାନ୍‌ ସୁରେଶ ରାଇନା। ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା ପରେ ପରେ ରୈନା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା…

କରେନା: ରାଜ୍ୟରେ ସୁସ୍ଥ ହେଲେ ୪୫୮…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ଆଉ ୪୫୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ରାଜ୍ୟରେ ମୋଟ ୩୧୭୮୭୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛି। ଆଜି ଅନୁଗୁଳରୁ ସର୍ବାଧିକ…

ଟିକାକରଣ ପାଇଁ ତତ୍ପର ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି ।…

କୋଇଲା ବୋଝେଇ ଟ୍ରେନରେ ନିଆଁ

ଢ଼େଙ୍କାନାଳ: ଆଜି ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ଯାଇଛି। ଟ୍ରେନଟି ଢ଼େଙ୍କାନାଳ ଷ୍ଟେସନରେ ଠିଆ ହୋଇଥିବା ସମୟରେ ହଠାତ୍ ଗୋଟିଏ ବଗିରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଷ୍ଟେସନ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ।…

ଗଛରେ ପିଟି ହେଲା ବାଇକ୍‌, ୩ ମୃତ

ମାଲକାନଗିରି: ମାଲକାନଗିରି ଏମ୍‌ଭି-୧୬ ଗ୍ରାମ ନିକଟରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଶିଖପାଲୀ ଗ୍ରାମର ରାଜା ମାଢି, ତଳାଗୁଡାର ମୁକୁନ୍ଦ ପଡିଆମି ଏବଂ…