Odisha Link
Bridging the Missing Links in Odisha
Daily Archives

December 10, 2020

ମହାପ୍ରଭୁଙ୍କୁ ରୂପା କମଣ୍ଡଳୁ ଦାନ କରି…

ପୁରୀ: ଚର୍ଚ୍ଚାରେ ରାଜ୍ୟର ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ସାମଲ। ମହାପ୍ରଭୁଙ୍କୁ ରୂପା କମଣ୍ଡଳୁ ଦାନ କରି ସେ ଏବେ ଚର୍ଚ୍ଚାରେ। ସେ ୧୬୫୦ ଗ୍ରାମ ରୁପାରେ ନିର୍ମିତ ଏକ କମଣ୍ଡଳୁକୁ ମହାପ୍ରଭୁଙ୍କୁ ଦାନ କରିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଦାତାଙ୍କଠାରୁ…

ଜଳିଗଲା ପଲ୍ୟୁସନ୍‌ ଟେଷ୍ଟିଂ ଭ୍ୟାନ୍‌, ୨…

ନୟାଗଡ଼: ପଲ୍ୟୁସନ୍‌ ଟେଷ୍ଟିଂ ଭ୍ୟାନ୍‌ ଜଳିଯିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭ୍ୟାନ୍‌ରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ମୃତକ ହେଲେ ସୋମନାଥ ସାହୁ ଏବଂ ନାବାଳକ ଦିପ୍ତିରଞନ ସାହୁ। ଅପରାହ୍ନରେ ନୟାଗଡ଼…

ଲିଙ୍ଗ ଭିତ୍ତିକ ହିିଂସା ରୋକିବାକୁ…

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳନ ଅବସରେର ଓଡିଶାରେ ଲିଙ୍ଗଭିତ୍ତିକ ହିିଂସା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାମାଜିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବିଶେଷକରି ରାଜ୍ୟର ସମସ୍ତ କାର୍ଯ୍ୟକ୍ଷେତ୍ର ଗୁଡିକୁ ନିର୍ଯ୍ୟାତନା ମୁକ୍ତ…

କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଲେ…

ନୂଆଦିଲ୍ଲୀ: ନୂତନ କୃଷି ନୀତିକୁ ନେଇ କୃଷକ ମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେଉଛି। ଅନେକ ସଙ୍ଗଠନ ଓ ରାଜନୖେତିକ ଦଳ ସେମାନଙ୍କ ସମର୍ଥନରେ ବାହାରୁଛନ୍ତି। ଏପରିକି କୃଷି ନୀତିକୁ ପ୍ରତ୍ୟାହାର କରିବା ଜିଦରେ ଅଡି ବସିଛନ୍ତି ଚାଷୀ। ସେପଟେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ…

ଜେଜେ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ଖୁସିର ଲହରି ଖେଳିଯାଇଛି। ସେ ଏବେ ବାପାରୁ ଜେଜେ ହୋଇଛନ୍ତି। ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଶିଶୁ ପୁତ୍ରର ଆଗମନକୁ ନେଇ ଅମ୍ବାନୀ ପରିବାରରେ ଖୁସିର…

ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଷ୍ଟର ପ୍ଲାନ ଦେଖିବା ସହ କାମର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆନ୍ତର୍ଜାତୀକ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ଆଉ…

ପୋଖରୀରେ ବୁଡ଼ି ଯୁବକ ମୃତ

ବଲାଙ୍ଗୀର: ଆଜି ଜଣେ ଯୁବକ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ପୁଇଁତଲା ବ୍ଲକର ସାଉନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ଅନିଲ କୁମାର ତ୍ରିପାଠୀ । ପ୍ରକାଶ ଯେ, ଅନିଲ ଆଜି ସକାଳ ୧୦ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ…

ଗିରଫ ହେଲେ ଦୁର୍ନୀତିକୁ ବିରୋଧ କରୁଥିବା…

ନୂଆଦିଲ୍ଲୀ: ଦୁର୍ନୀତି ନିବାରଣକୁ ନେଇ ଭାଷଣ ଦେବାର ଏକ ଘଣ୍ଟା ପରେ ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡ଼ିଲେ ଏଏସପି। ‘ଦୁର୍ନୀତି ନିବାରଣ ଦିବସ’ରେ ଏଏସପି ଭେରୁଲାଲ ମିନା ଏକ ମଞ୍ଚରେ ଦୁର୍ନୀତିକୁ ହ୍ରାସ କରିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ। ଏହି ଭାଷଣର ଏକ ଘଣ୍ଟା ପରେ ଜୟପୁର ଏସିବି ଟିମ୍ ସୱାଇ…

ଲକ୍ଷାଧିକ ଟଙ୍କାର କାଠ ଜବତ

ଆନନ୍ଦପୁର: ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ପୁଲିସ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ଚମ୍ପାପାଳ ଗାଁରେ ଘଷିପୁରା ପୁଲିସ୍ ଓ ଦେଓଗାଁ ବନ ବିଭାଗର ମିଳିତ ଚଢଉ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଦେଓଗାଁ ବନ ବିଭାଗ ଓ ଘଷିପୁରା ଥାନା ପୁଲିସର…

ସାଇକେଲ ଆରୋହିଙ୍କ ଉପରେ ଚଢିଗଲା କଣ୍ଟେନର

ଭଦ୍ରକ : ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି। ସୂଚନାଯୋଗ୍ୟ ଯେ, ପାଳଦା ଗାଁର ଅବସରପ୍ରାପ୍ତ ଶିକ୍ଷକ କୌଣସି କାମ ପାଇଁ ଭଣ୍ଡାରୀପୋଖରୀ ବଜାରକୁ ସାଇକେଲରେ ଯାଉଥିଲେ । ଏହି…