Odisha Link
Bridging the Missing Links in Odisha
Daily Archives

December 10, 2020

୧୨ ତାରିଖରେ ଅନୁଷ୍ଠିତ ହେବ ଛତିଶା ନିଯୋଗ…

ପୁରୀ: ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ମଧ୍ୟାହ୍ନ ୧୨ଟା ସମୟରେ ନିଳାଦ୍ରି ଭକ୍ତ ନିବାସରେ ବୈଠକ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେବ। ଏହା ସହିତ ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ,୧୦ରୁ…

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଝରଣ ନିକଟରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟିଲା ପଡ଼ିଛି। ସୂଚନାଯୋଗ୍ୟ ଯେ, ଆପୁ ନାମକ ଯାତ୍ରୀବାହୀ ବସ୍ ରାଇରଙ୍ଗପୁରରୁ ଉଦଳା ଫେରୁଥିବା ସମୟରେ ଝରଣ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲକୁ ଓଲଟି ପଡିଥିଲା । ବସରେ ଥିବା…

ବୁଦା ଭିତରୁ ଉଦ୍ଧାର ହେଲେ ୩ଶିଶୁ

ଢେଙ୍କାନାଳ : ବୁଦାଭିତରୁ ଆଜି ୩ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ମାନେ ଅସହାୟ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କିଛି ଦିନ ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ମନ୍ଦିର ନିକଟରେ। ସୂଚନାଅନୁସାରେ, ୩…

ତହସିଲଦାରଙ୍କୁ ଆକ୍ରମଣ, ପଥର ନେଇ ମାଫିଆ…

ଜଟଣି: ଖଣି ମାଫିଆମାନେ ଜଟଣି ତହସିଲଦାରଙ୍କୁ ଆକ୍ରମଣ କରି ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ଏହି ଆକ୍ରମଣରୁ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ବେଆଇନ ପଥର ଟ୍ରାକ୍ଟରକୁ ଜବତ କରିବା ସମୟରେ ମାଫିଆମାନେ ଆକ୍ରମଣ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ…

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍…

ଭୁବନେଶ୍ୱର : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍‌ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ…

ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହା ନିଜେ ସମ୍ବିତ ପାତ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ସମ୍ବିତ ପାତ୍ରଙ୍କ କାର୍‌ର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଦଳର ଜଣେ…

ଜାନୁଆରୀରୁ ଖୋଲିବ ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: କରୋନା ମହାମାରି କାରଣ ଅନେକ ମାସ ଥରି ସ୍କୁଲ ବନ୍ଦ କରାଯାଇଥିଲା। କିନ୍ତୁ ଖୁବ ଶୀଘ୍ର ସ୍କୁଲ ଖୋଲା ଯାବାର ସୂଚନା ମିଳିଛି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି, ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ସମ୍ଭାବନା ରହିଛି । ମନ୍ତ୍ରୀ ସମୀର ଦାଶ…

ସଡ଼କ ଦୁର୍ଘଟଣାରେ ବାପ ପୁଅ ମୃତ

କାମାକ୍ଷାନଗର: ସଡ଼କ ଦୁର୍ଘଟଣାରେ ବାପ ପୁଅ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହ ନିକଟରେ ଘଟିଛି। ମୃତକ ଦୁହେଁ ହେଲେ ପରଜଙ୍ଗର ରମଣି ମଲ୍ଲିକ(୫୬) ଓ ତାଙ୍କ ପୁଅ ସୁବ୍ରତ ମଲ୍ଲିକ(୨୮)। ସୂଚନା ଅନୁସାରେ,କୌଣସି କାମରେ ଦୁହେଁ ନିଜ ଗ୍ରାମ…

ଅସୁରକ୍ଷିତ ମାନବିକ ଅଧିକାର

ମାନବିକ ଅଧିକାର କହିଲେ ଯେଉଁ ଅଧିକାର ପ୍ରତ୍ୟେକ ମାନବ ଉପଭୋଗ କରିଥାନ୍ତି ଓ ଯାହା ପ୍ରତ୍ୟେକଙ୍କ ନିମିତ୍ତ ସୁରକ୍ଷିତ ରହିଥାଏ। ସଭ୍ୟତାର ଉନ୍ନତି ଓ ସମାଜରେ ସୁସ୍ଥ ସହାବସ୍ଥାନ ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅପରିହାର୍ଯ୍ୟ। ଇତିହାସକୁ ଦୃଷ୍ଟି ଦେଲେ ଏହା ସ୍ପଷ୍ଟ ଜାଣି ହୁଏ ଯେ, ମନୁଷ୍ୟର…

ବାତିଲ ହେବନାହିଁ ‘୨୦୨୧ ନିଟ୍‌’…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ‘୨୦୨୧ ନିଟ୍‌’ ପରୀକ୍ଷା ବାତିଲ ହେବନାହିଁ ବୋଲି ‌କହିଛନ୍ତି। ଆଜି ଓ୍ଵେବିନର୍‌ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ‘ନିଶଙ୍କ’ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଦେଶ ପାଇଁ…