Odisha Link
Bridging the Missing Links in Odisha
Daily Archives

December 10, 2020

ଆରମ୍ଭ ହେଲା ନୂତନ ସଂସଦ ଭବନର ଭୂମିପୂଜା

ନୂଆଦିଲ୍ଲୀ: ଆରମ୍ଭ ହେଲା ନୂତନ ସଂସଦ ଭବନର ଭୂମି ପୂଜା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ଭବନ ନିର୍ମାଣ ହେବାର ଲକ୍ଷ ରହିଛି। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥି ସାମିଲ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତା,…

କୁଳାଙ୍ଗାର ପୁଅର କଳା କାରନାମା, ବୃଦ୍ଧ…

ନୂଆଦିଲ୍ଲୀ: ବୋରିଭାଲିର ଜଣେ ୭୭ ବର୍ଷିୟ ବ୍ୟବସାୟୀ ନିଜ ପୁଅ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଥ‌ାନାରେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପୁଅ ତାଙ୍କର ଜାଲି ଦସ୍ତଖତ କରି ତାଙ୍କ ନାମରେ ୨.୫ କୋଟି ଟଙ୍କା ଋଣ ଉଠାଇଛନ୍ତି। ଏନେଇ ମଧ୍ୟ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ପୁଲିସ୍‌ ପକ୍ଷରୁ…

ସ୍ବାମୀଙ୍କ ସାମ୍ନାରେ ପତ୍ନୀଙ୍କୁ…

ଝାଡ଼ଖଣ୍ଡ: ଦେଶରେ ଦିନକୁ ଦିନ ଗଣଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି। ପୁଣି ଏଭଳି ଏକ ଅଭାବନୀୟ ଘଟଣା ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଘଟିଛି। ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବିକ ପୀଡ଼ିତା ମହିଳା…

ନୂଆ ବର୍ଷ ପରେ ଖୋଲିପାରେ କଲେଜ:…

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ନୂଆ ବର୍ଷ ପରେ କଲେଜ ଖେଲିପାରେ। କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଶା ପ୍ରକାଶ କରିଛନ୍ତି। କଲେଜ ଖୋଲି କ୍ଲାସ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ,…

ସୋନୁଙ୍କ ମହାନତା, ଗରିବଙ୍କ ପାଇଁ ନିଜ…

ମୁମ୍ବାଇ: ଗରିବ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ୍ ପୁଣି ମହାନତା ଦେଖାଇଛନ୍ତି। ଗରିବଙ୍କୁ ସାହାଯ୍ୟ କରିବା ପାଇଁ ନିଜ ସମ୍ପତ୍ତି ବନ୍ଧା ରଖିଲେ ସୋନୁ। ଗରିବଙ୍କ ପାଖରେ ସବୁଦିନ ପାଇଁ ଛିଡା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସୋନୁ ବେସାହାରା ଓ ଗରିବ ଲୋକଙ୍କ…

ରାଜ୍ୟରେ କରୋନା: ୩୪୩ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

ଗୁଣିଗାରେଡି ସନ୍ଦେହରେ ମା’କୁ…

ଜବଲପୁର: ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରରେ ପାଦ ଥିାପିଥିବା ବେଳେ ଗୁଣିଗାରେଡି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ଘଟଣା ବି ଦେଖିବାକୁ ମିଳୁଛି। ଜବଲପୁରର ଗର୍ଦ୍ଦା ଖମାରିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ୮୦ ବର୍ଷ ବୟସ୍କ ମା’ଙ୍କୁ ହତ୍ୟା କରିଛି ନିର୍ଦ୍ଦୟ ପୁଅ। ମା’ ଗୁଣିଗାରେଡି କରି…

ରିମାଣ୍ଡରେ ଯିବେ ଆକାଶ ପାଠକ

ଭୁବନେଶ୍ୱର: ରିମାଣ୍ଡରେ ଯିବେ ଆକାଶ ପାଠକ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଥରେ ରିମାଣ୍ଡରେ ଯିବେ। ତେବେ ଆସନ୍ତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଥିବା…

ଆଜି ବିଶ୍ୱ ମାନବ ଅଧିକାର ଦିବସ, ମାନବ…

ନୂଆଦିଲ୍ଲୀ: ଆଜି ବିଶ୍ୱ ମାନବିକ ଅଧିକାର ଦିବସ। ପ୍ରତିବର୍ଷ ଡିସେମ୍ୱର ମାସ ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମନୁଷ୍ୟ। ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍ ନ୍ୟାୟ, ଅଧିକାର ଓ ସମ୍ମାନ ପାଇବେ ସେନେଇ ବିଶ୍ୱ ମାନବ ଅଧିକାର ଦିବସ…

ବେଲଗାମ ତୈଳ ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ବେଲଗାମ ତୈଳ ଦର। ଅନ୍ତ୍ରରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦରର ବୃଦ୍ଧି ସହ ଦିନକୁ ଦିନ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ। ଯେଉଁ ହାରରେ ତେଲ ଦର ବଢ଼ୁଛି ସେମିତି ହେଲେ ଜାନୁଆରୀ ଅଧା ବେଳକୁ ପେଟ୍ରୋଲ ୯୫ ଟଙ୍କା ଛୁଇଁବ ଓ ଫେବୃଆରୀ ଶେଷ ବେଳକୁ ଶତକ ମାରିବା ଏକ…