Odisha Link
Bridging the Missing Links in Odisha

୧୨ ତାରିଖରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ମଧ୍ୟାହ୍ନ ୧୨ଟା ସମୟରେ ନିଳାଦ୍ରି ଭକ୍ତ ନିବାସରେ ବୈଠକ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେବ।

ଏହା ସହିତ ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ହେବ। ଏନେଇ ସମସ୍ତ ନିଯୋଗର କର୍ମକର୍ତ୍ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚିଠି ଦିଆଯାଇଛି ।

Comments are closed.