Odisha Link
Bridging the Missing Links in Odisha
Daily Archives

December 25, 2020

ପିଏମ-କିଷାନ ନିଧି ଯୋଜନା: ଚାଷୀଙ୍କ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିଛନ୍ତି। ୯ କୋଟି କୃଷକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୮,୦୦୦ କୋଟି ଟଙ୍କା ରିଲିଜ୍‌ କରାଯାଇଛି। ଏହି ଯୋଜନାରେ ପ୍ରତିବର୍ଷ ତିନୋଟି କିସ୍ତିରେ କୃଷକଙ୍କ ଖାତାରେ ୬୦୦୦ ଟଙ୍କା…

୨୯ରୁ ଦୁଇଦିନିଆ କୋରାପୁଟ ସାହିତ୍ୟ ଉତ୍ସବ

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦ ଭୁବନେଶ୍ବର: ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଜାତୀୟ ସାହିତ୍ୟ ଉତ୍ସବ କୋରାପୁଟ ଲିଟେରାରି ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଚଳିତ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର…

ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠୀଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି। ଅସୀତ ତ୍ରୀପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ମୁଖ୍ୟ ଉନ୍ନୟନ କମିଶନର ଦାୟିତ୍ବ ମିଳିଛି…

ଖାକିରେ ଦାଗ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ…

ଉତ୍ତରପ୍ରଦେଶ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କଲେ ପୁଲିସ ଅଧିକାରୀ। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହାଜହାନପୁର ଅନ୍ତର୍ଗତ ଜଲାଲାବାଦ ଥାନାରେ। ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ପୁଣି ଦୁଷ୍କର୍ମର ଶିକାର ହୋଇଛନ୍ତି।…

୨୯ରୁ ଖୋଲିବ ଯାଜପୁର ବିରଜା ମନ୍ଦିର

ଯାଜପୁର: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଯାଜପୁର…

ଶ୍ରୀଜିଉଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷା…

ପୁରୀ: ଆସନ୍ତା କାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀବାସୀ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି। କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ବ୍ୟବସ୍ଥାର ତଦାରଖ କରିଛନ୍ତି ପୁରୀ ଏସପି। ସିଂହଦ୍ୱାର ସାମ୍ନାରେ ପୋଲିସ ପକ୍ଷରୁ ମକଡ୍ରିଲ ହୋଇଛି। ଆସନ୍ତା କାଲି ସକାଳ ୭ଟାରୁ ମାର୍କେଟ…

ନାଇଜେରିଆରେ ଆଉ ଏକ ପ୍ରକାର କରୋନା…

ନାଇରୋବି: କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା। ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ପରେ ଏବେ ନାଇଜେରିଆରେ ଆଉ ଏକ ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ ସେଣ୍ଟର (ସିଡିସି)…

ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଆଜି ଠାରୁ ହାଇକୋର୍ଟ ଛୁଟି ରହୁଥିବା ବେଳେ ଆସନ୍ତା ୨୦୨୧, ଜାନୁଆରି ୪ରେ ଖୋଲିବ ହାଇକୋର୍ଟ। ଶୀତ ଅବକାଶ ସମୟରେ ଜଷ୍ଟିସ ଏସ.କେ.ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ସେହିଭଳି ଡିସେମ୍ବର…

୨ଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ:…

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସ୍ବଚ୍ଚତା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମ୍‌ସି ପକ୍ଷରୁ ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ…

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା…

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଚଳିତ ବର୍ଷ କରୋନା କଟକଣା ପାଇଁ ବଡ଼ଦିନ ଉତ୍ସବ ଫିକା ପଡିଛି। ଚର୍ଚ୍ଚରେ ନାହିଁ ଆଗ ପରି ଭିଡ଼। କରୋନା କଟକଣା ମଧ୍ୟରେ ସିମୀତ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାମ୍ବଲମ୍ବୀ ମାନେପାଳନ କରୁଛନ୍ତି…