Odisha Link
Bridging the Missing Links in Odisha
Daily Archives

December 27, 2020

ଶିବସେନା ନେତା ସଞ୍ଜୟ ରାଉତଙ୍କ…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଛି। ତାଙ୍କୁ ଡିସେମ୍ବର ୨୯ରେ ପଚରାଉଚରା ପାଇଁ ଡକାଯାଇଛି। ବର୍ଷାଙ୍କ ବ୍ୟତିତ ପ୍ରବୀଣ ରାଉତଙ୍କ ପତ୍ନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। କିଛି ଦିନ ପୂର୍ବରୁ ଇଡି ପ୍ରବୀଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ଇଂରାଜୀ ବର୍ଷର ଅନ୍ତିମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କାର୍ଯ୍ୟକର୍ତାଙ୍କ ସହ ଶୁଣିବା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି…

ରାଜ୍ୟରେ ଅପରାଧ କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏହାକୁ ଡିଜି ଅଭୟ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଅଭୟ କହିଛନ୍ତି ଯେ, ୨୦୨୦ରେ ପୁଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏଥିସହ ୯୦୦ରୁ ଅଧିକ…

ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍…

ହାଇଦ୍ରାବାଦ : ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଂପୂର୍ଣ୍ଣ ଭାବେ ବିିଶ୍ରାମ କରିବା ସହ କୌଣସି କଥାକୁ…

ମହିଳା ହକି ଖେଳାଳି ନମିତା ଟୋପ୍ପୋଙ୍କୁ…

ଭୁବନେଶ୍ୱର: ମହିଳା ହକି ଖେଳାଳି ନମିତା ଟୋପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ଭାରୋତ୍ତଳକ ସ୍ନେହା ସୋରେନ୍‌ ଏବଂ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ପ୍ରଦାନ…

୩୨୭ କେଜି ଗଞ୍ଜ‌େଇ ଜବତ, ୩ ଗିରଫ

ଜୟପୁର: ଜୟପୁର ସଦର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୩୨୪ କେଜି ଗଞ୍ଜେଇ ଚୋରା ଚାଲାଣ ସମସୟରେ ପୁଲିସ ଏହାକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ୫୮ କମାର ଗାଁର ରାମ ସିଂହଙ୍କ ପୁଅ ମହିପାଲ ସିଂହ(୩୫), ହରିୟାଣା ରାଜ୍ୟ ପାଲୱାଲ ଜିଲ୍ଲା…

ଡିଏଲ୍ ଆବେଦନ ପାଇଁ ବଢ଼ିଲା ସମୟ ସୀମା

ଭୁବନେଶ୍ୱର: ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ପାଇଁ ଏକ ଖୁସିଖବର ଆଣିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ସରକାର ଡିଏଲ୍ ଆବେଦନ କରିବା ପାଇଁ ସମୟ ସୀମା ବଢ଼ାଇଛନ୍ତି। ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେଉଥିବା ଲର୍ଣ୍ଣର୍ ଲାଇସେନ୍ସର ସମୟ ସୀମା ୨୦୨୧ ମାର୍ଚ୍ଚ ୩୧ ଯାଏଁ ବଢ଼ାଯାଇଛି। ଏହି ସମୟ ଭିତରେ ସେମାନେ…

ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ…

ଭୁବନେଶ୍ୱର: ନୂଆ କୃଷି ଆଇନ ଉପରେ ଲିଖିତ ପୁସ୍ତକ “ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା ସହ ସେମାନଙ୍କ ମନରେ ଏମଏସପି ଉଠିଯିବା ଭଳି ତିଆରି କରାଯାଉଥିବା ଅନେକ ଭ୍ରାନ୍ତ ଧାରଣାକୁ ଦୂର କରିବ ବୋଲି ଏହି ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ…

ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶତାଧିକ କଂଗ୍ରେସ ଓ ବିଜେଡି ଯୁବନେତା ବିଜେପିରେ…

ନିଜ ବେକକୁ କାଟି ଜେଲରେ‌ ଆତ୍ମହତ୍ୟା କଲେ…

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସଦର ମହକୁମା ସ୍ଥିତ ଜିଲ୍ଲା କାରାଗାରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଏଦି ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା କରିଛି। ମୃତକ ଜଣକ ହେଲେ ଦାନୁ ଗୋଲୋରୀ। ତାଙ୍କ ଘର ହେଲା ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡାରେ।…