Odisha Link
Bridging the Missing Links in Odisha
Daily Archives

January 2, 2021

୭ ବ୍ରିଟେନ୍ ଫେରନ୍ତାଙ୍କ କରୋନା ରିପୋର୍ଟ…

ଭୁବନେଶ୍ବର: ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ୍ ସମଗ୍ର ଦେଶର ଚିନ୍ତା ବଢ଼ାଇଛି। ତେବେ ବ୍ରିଟେନରୁ ୧୮୪ଜଣ ଓଡିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ବ୍ରିଟେନ୍ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୩ ଜଣ ତାଙ୍କ…

ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଭବାନାପାଟଣା ପରମାନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ଭାଇ । ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଭୁଜବଳ ବୈଶାଲ ବୋଲି ଜଣାପଡ଼ିଛି। ସୂଚନା…

କଂଗ୍ରେସ ନେତା ସର୍ଦାର ବୁଟା ସିଂହଙ୍କ…

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବୁଟା ସିଂହ ଦିର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ଖେଳ ମନ୍ତ୍ରୀ ରହିଥିଲେ ।…

ରାଜ୍ୟରେ କରୋନା :୨୫୧ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଦିନୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖା କମିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା…

ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁର ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି। ସୂଚନା ଅନୁଯାୟୀ, ଶନିବାର ଦିନ ପାତ୍ରପୁର ବ୍ଲକ ଜରଡ଼ା…

ଦେଶରେ ସର୍ବଶ୍ରେଷ୍ଠ ସାଂସଦ ହେଲେ…

ନୂଆଦିଲ୍ଲୀ: ଦେଶରେ ସର୍ବଶ୍ରେଷ୍ଠ ସାଂସଦ ହେଲେ ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଇଣ୍ଡିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି। ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା…

ରେଳ ଷ୍ଟେସନରୁ ମୃତ ଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ରେଳ ଷ୍ଟେସନରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ଭଗବାନ ମହାନ୍ତି ବୋଲି ଜଣାପଡ଼ିଛି। ସେ ଅବସର ପରେ ଏଠାରେ ରେଳ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ମୃତକଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁରର ପଢ଼ୁଆଁ ପଞ୍ଚାୟତରେ ବୋଲି…

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ…

ଭୁବନେଶ୍ୱର: ଜାନୁଆରୀ ୧୨ରୁ ଉଡ଼ିବ ସ୍ପାଇସ୍‌ଜେଟ୍। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍‌ ବିମାନ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଟ୍ୱିଟ୍ କରି ବିଭାଗ ଏହି ଘୋଷଣା କରିଛି।…

ଜାନୁଆରୀ ୪ରେ ଚାଷୀ ସଂଘ ସହ ସରକାରଙ୍କ…

ନୂଆଦିଲ୍ଲୀ: ଜାନୁଆରୀ ୪ରେ ଚାଷୀ ସଂଘ ସହିତ ସରକାର ବୈଠକ କରିବାକୁ ଯାଉଛନ୍ତି। ଏହି ଆନ୍ଦୋଳନଟି କେନ୍ଦ୍ର କୃଷି ଆଇନକୁ ବିରୋଧରେ କରାଯାଇଛି। ତେବେ ଚାଷୀଙ୍କ ଆନ୍ଦୋଳନ ୩୭ ଦିନରେ ପହଞ୍ଚିଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଖବର ସରବରାବ ସଂସ୍ଥା ପିଟିଆକୁ ପ୍ରତିକ୍ରିୟାରେ କହିଛନ୍ତି,…

ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ ପାକିସ୍ତାନୀ ମହିଳା। ମହିଳାଙ୍କ ନାମ ବାନୋ ବେଗମ୍, ବୟସ ୬୫ ବର୍ଷ। ତାଙ୍କ ଘର ପାକିସ୍ତାନରେ ହୋଇଥିଲେ ମଧ୍ୟ ସେ ଉତ୍ତରପ୍ରଦେଶରେ ଏଟା ଜିଲ୍ଲାର ଗୁଆଡୁଆ ଗ୍ରାମପଞ୍ଚାୟତ ସରପଞ୍ଚ ହୋଇଛନ୍ତି। କିନ୍ତୁ ଏଯାଏଁ ତାଙ୍କୁ ଭାରତୀୟ ନାଗରିକତା ମିଳିନାହିଁ, ହେଲେ ସେ…