Odisha Link
Bridging the Missing Links in Odisha
Daily Archives

January 2, 2021

୪ରେ ଶପଥ ନେବେ ଡକ୍ଟର ଜଷ୍ଟିସ୍ ଏସ.…

କଟକ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ୪ରେ ଶପଥ ଗ୍ରହଣ କରିବେ। ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ…

ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର…

ନୂଆଦିଲ୍ଲୀ: ମାଷ୍ଟର ମାଇଣ୍ଡ ଗିରଫ। ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା…

ଆସନ୍ତାକାଲି ଖୋଲିବ ଶ୍ରୀବଳଦେବଜୀଉ…

କେନ୍ଦ୍ରାପଡ଼ା: ଦୀର୍ଘ ନଅ ମାସ ପରେ ରାଜ୍ୟର ସମସ୍ତ ଦେବା ଦବୀ ମନ୍ଦିର ଖୋଲିବା ସହିତ କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର ଆସନ୍ତାକାଲି ଖୋଲିବାକୁ ଯାଉଛି। ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ତେବେ କରୋନା ଯୋଗୁଁ ମାର୍ଚ୍ଚ ୧୭ରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର…

ବିଦ୍ୟାଳୟ ଖୋଲାଯିବା ନେଇ ଖୁବ ଶୀଘ୍ର…

ଭୁବନେଶ୍ବର: ବିଦ୍ୟାଳୟ ଖୋଲାଯିବା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏବେ ବି ରାଜ୍ୟରେ ବ୍ରିଟେନ ଷ୍ଟ୍ରେନ ଭୟ ରହିଥିବା ହେତୁ ସ୍କୁଲ କେବେ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି ବୋଲି ସେ…

ଫଟୋ ସେୟାର କରି ଟ୍ରୋଲ୍‌ର ଶିକାର ହେଲେ…

ମୁମ୍ବାଇ : ମୁମ୍ବାଇସ୍ଥିତ ଘରେ ନୂଆବର୍ଷ ପାଳନ କରିଛନ୍ତି କଙ୍ଗନା ରଣୱତ। ନିଜ ଟିମ୍ ଓ ସିନେମା ଜଗତର କିଛି ନିକଟତର ବନ୍ଧୁଙ୍କ ସହ୨୦୨୧କୁ ସ୍ୱାଗତ କରିଛନ୍ତି। ତେବେ ବଲିଉଡ଼ରେ ଡ୍ରଗ୍ସର ଲିଙ୍କକୁ ନେଇ କଙ୍ଗନା ନିଜର ପ୍ରତିକ୍ରିୟା ରଖି ସମସ୍ତଙ୍କ ନଜରକୁ ଆସିଥିଲେ। କଙ୍ଗନାଙ୍କ ଏହି ପାର୍ଟିରେ ଅର୍ଜୁନ…

ସୌରଭ ଗାଙ୍ଗୁଲି ଅସୁସ୍ଥ, ମେଡିକାଲରେ…

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସୁସ୍ଥ। ଆଜି ଛାତିରେ ଯନ୍ତ୍ରଣା ହେବା ହେତୁ କୋଲକାତାର ଏକ ହସ୍ପିଟାଲରେ ଦାଦାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

ଦୀର୍ଘ ଦିନ ପରେ କ୍ରିକେଟ ମଇଦାନରେ ଷ୍ଟାର…

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ରିକେଟ୍‌ ମଇଦାନକୁ ଫେରିଛନ୍ତି ଏସ୍‌ ଶ୍ରୀସନ୍ଥ। ଆଗକୁ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ସେ କେରଳ ଦଳରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଶ୍ରୀସନ୍ଥ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିଛନ୍ତି। ହେଲେ ମ୍ୟାଚରେ ପୁରୁଣା ଲୟରେ ଦେଖିବାକୁ…

କୋଭିଡ ମୁକାବିଲା: କେନ୍ଦ୍ର…

ନୂଆଦିଲ୍ଲୀ: ଦେଶବାସୀଙ୍କ ମିଳିବ ମାଗଣା କରୋନା ଟିକା। ଏନେଇ ଶନିବାର ଦିନ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କରୋନା ଭ୍ୟାକସିନର ପ୍ରସ୍ତୁତି ନେଇ ଆଜି ସାରା ଦେଶରେ ଭ୍ୟାକସିନର ଡ୍ରାଏ ରନ୍ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବଡ ଘୋଷଣା କରି କହିଛନ୍ତ, ସାରା…

ଦେହରେ ନିଆଁ ଲଗାଇ ଥାନାରେ ପଶିଲେ ଯୁବକ

ପାଲଲହଡ଼ା: ନିଜ ଦେହରେ ନିଆଁ ଲଗାଇ ପାଲଲହଡ଼ା ଥାନା ଭିତରକୁ ପଶିଗଲା ଜଣେ ଯୁବକ। ଆହାତ ଯୁବକଙ୍କୁ ଉଦ୍ଧାର କରି ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଉକ୍ତ ଯୁବକ ଜଣଙ୍କ ମାନସିକ ବିକୃତି ଥିବା ପୁଲିସ କହିଛି। ପ୍ରେମ ବ୍ୟାପାର ପାଇଁ ଉକ୍ତ ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ଖବର…

ସମ୍ବଲପୁରରେ ‘ଆଇଆଇଏମ୍‌’ ସ୍ଥାୟୀ…

ସମ୍ବଲପୁର: ଆଜି ଭିଡିଓ କନ୍‌ଫରେନ୍ସି ଜରିଆରେ ସମ୍ବଲପୁରର ‘ଆଇଆଇଏମ୍‌’ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର…