Odisha Link
Bridging the Missing Links in Odisha

କଟକ: ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କଟକ: ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। କଟକ ତୁଳସୀ ପୁରରେ ଏହି ଭୟା ବହ ଅଗ୍ନାକାଣ୍ଡ ହୋଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ।ଅଗ୍ନିକାଣ୍ଡରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ ।

ଘରୋଇ ହସ୍ପିଟାଲ ‘ସନ୍ ହସ୍ପିଟାଲରେ’ ନିଆଁ ଲାଗିଛି। ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୬ ଅଗ୍ନିଶମ ଗାଡ଼ିର ଉଦ୍ୟମ କରୁଛି। କୋଭିଡ ହସ୍ପିଟାଲ ଭାବେ ବ୍ୟବହାର ହେଉଥିଲା। ହସ୍ପିଟାଲର ଉପର ମହଲାରେ ଲାଗିଛି ନିଆଁନ୍ତି।

ଜିଲାପାଳ, ପୁଲିସ କମିଶନର ଓ ସିଏମସି କମିଶନରଙ୍କ ଉପସ୍ଥିତିରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।

 

Comments are closed.