Odisha Link
Bridging the Missing Links in Odisha

ଖୋଲିପାରେ ପ୍ରଥମରୁ ଅଷ୍ଟମ!

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଖୋଲିବାକୁ ଯାଉଛି ରାଜ୍ୟରେ ନବମ, ଦଶମ, ଦ୍ୱାଦଶ ଓ ଏକାଦଶ ଶ୍ରେଣୀ। ଏହାରି ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମନ୍ତବ୍ୟ ଦେଇ କହିଛନ୍ତି ଯେ, ‘ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି।

ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିବା ପାଇଁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି। ଅଙ୍ଗନାବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଖୋଲାଯିବ। କିନ୍ତୁ କେବେଠାରୁ ସ୍କୁଲ ଖୋଲାଯିବ। ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ଗଣଶିକ୍ଷା ମନ୍ତ୍ରୀ।

Comments are closed.