Odisha Link
Bridging the Missing Links in Odisha
Daily Archives

February 13, 2021

ରାଜସ୍ଥାନରେ ଟ୍ରାକ୍ଟର ଚଳାଇଲେ ରାହୁଲ…

ନୂଆଦିଲ୍ଲୀ: ଆଜି ରାଜସ୍ଥାନ ଗସ୍ତ ବେଳେ ରାହୁଲ ଗାନ୍ଧୀ ଅଜମେର ଓ ନାଗୋର ଦୁଇଟି ଜିଲ୍ଲାରେ ଟ୍ରାକ୍ଟର ଓ ଟ୍ରଲି ରାଲି କରିଥିଲେ। ଶତାଧିକ ଚାଷୀ ଟ୍ରାକ୍ଟର ସହ ରୁପନଗଡ଼ରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ। ଟ୍ରାକ୍ଟର ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନୂଆ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି।…

ଆସନ୍ତା ୧୫ରେ ରାଜ୍ୟ କଂଗ୍ରେସର ଓଡ଼ିଶା…

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଦରଦାମ ବୃଦ୍ଧିକୁ ନେଇ ଏହି ଡ଼ାକରା ଦିଆଯାଇଛି। ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ। ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ। ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫…

କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଟ୍…

କେରଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ କେରଳ ଗସ୍ତ କରି ସେଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।…

ସମୟ ଆସିଲେ କହିବି: ଅପରାଜିତା

ଭୁବନେଶ୍ବର: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଟ୍ୱିଟ ଯୁଦ୍ଧ ଦେଖିବାକୁ ମିଳିଛି। ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି। ଆଜି ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି…

ଷଢ଼େଇକଳା ଓ ଖରସୁଆଁ ଘଟଣାର…

ଭୁବନେଶ୍ୱର: ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶା ପ୍ରଦେଶରେ ଏକ ଓଡ଼ିଆ ଜାତୀୟତାବାଦର ଉଗ୍ର ଭାବନା ଜାଗ୍ରତ ହୋଇଥିଲା। ଯାହାର ଫଳସ୍ୱରୂପ ଭାଷା ଭିତ୍ତିକ ରାଜ୍ୟ ଭାବରେ ଭାରତବର୍ଷର ପ୍ରଥମ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ଓ ଏଥିପାଇଁ ପାରଳା ମହାରାଜ ନିଜ ଜୀବନ,…

‘ମୋ ଚାଟଶାଳୀ’ ଯୋଜନା…

ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ଶ୍ରେଣୀର (ଶ୍ରେଣୀ ୧ରୁ ୫) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଙ୍ଗଠନ ଓଡ଼ିଶା ଶ୍ରମଜିବୀ ମଞ୍ଚ ଏବଂ ମହିଳା ଶ୍ରମଜିବୀ ମଞ୍ଚ, ଓଡ଼ିଶା ଦ୍ବାର ଭୁବନେଶ୍ବର ଠାରେ 'ମୋ ଚାଟଶାଳୀ'…

ଏଥର ପ୍ରଥମ ଶ୍ରେଣୀ ପିଲା ପଢ଼ିବେ ଇଂରାଜୀ…

ଭୁନବେଶ୍ଵର: ରାଜ୍ୟରେ ଏଣିକି ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଇଂରାଜୀ ଶିକ୍ଷା। ଆସନ୍ତାବର୍ଷ ଶିକ୍ଷା ବର୍ଷରୁ ପ୍ରଥମ ଶ୍ରେଣୀ ପିଲା ପଢିବେ ଇଂରାଜୀ ପାଠ। ଏହି ନୂଆ ବ୍ୟବସ୍ଥା ୩୦ ଜିଲ୍ଲାର ୧୦୧ଟି ସ୍କୁଲରେ ପ୍ରଚଳନ ହେବ। ରାଜ୍ୟରେ ଚିହ୍ନଟ ସରକାରୀ ସ୍କୁଲ୍ ଅଫ ଏକ୍ସିଲେନ୍ସରେ ଏହି ନୂଆ ବ୍ୟବସ୍ଥା…

ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ନୂତନ ଡାକ୍ତରୀ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି। ଡକ୍ଟର୍‌ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩…

ବିରୋଧୀ ଲୋକଙ୍କ ନିକଟରେ ଏକଘରକିଆ :…

ଭୁବନେଶ୍ୱର: କାଳିଆ ଯୋଜନା ଏକ ନିୟମିତ ଯୋଜନା। ଏହାକୁ ନେଇ ବିରୋଧୀଙ୍କ ନିକଟରେ କୌଣସି ପ୍ରସଙ୍ଗ ନାହିଁ । ବିରୋଧୀ ଲୋକଙ୍କ ନିକଟରେ ଏକ ଘରକିଆ ବୋଲି ଆଜି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି।ଏହାଛଡ଼ା ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଯେ, ରାଜ୍ୟଠୁ ଏଫସିଆଇ ଧାନ କିଣିବା…

କଟାମୁଣ୍ଡ ମାମଲା: ସିନ ରିକ୍ରିଏସନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ କରାଯାଇଛି। ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ। ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି। ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି।…