Odisha Link
Bridging the Missing Links in Odisha
Daily Archives

February 13, 2021

ପୁଲିସ-ମାଓ ଗୁଳି ବିନମୟରେ ଦୁଇ ନକ୍ସଲ…

ମାଲକାନଗିରି : ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନମୟରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ପ୍ରକାଶ ଯେ, ମଧ୍ୟପ୍ରଦେଶ ମଣ୍ଡଳା ଜିଲ୍ଲା ମୋତିନାଲା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ହକ୍ ଫୋର୍ସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଶୁକ୍ରବାର ରାତିରେ ଏଭଳି ଘଟିଛି । ଗୁଳିବିନିମୟ ଫଳରେ ଜଣେ ମହିଳା…

ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କଲେ…

ନୂଆଦିଲ୍ଲୀ: ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହା ଦେଶରେ ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟର। ଏହା ଦ୍ବାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା…

ଚେନ୍ନାଇରେ ହିଟ୍‌ ମ୍ୟାନଙ୍କ ଦମଦାର ଶତକ

ଚେନ୍ନାଇ: ଦ୍ବିତୀୟ ଟେଷ୍ଟରେ ଚମକିଲେ ରୋହିତ ଶର୍ମା। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଶତକୀୟ ଇନିଂସ୍‌ ଖେଳିଲେ ରୋହିତ। ୧୩୦ଟି ବଲ ଖେଳି ରୋହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି…

ପଶ୍ଚିମ ଓଡ଼ିଶାରେ ଚକାଜାମ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆରମ୍ଭ ହୋଇଥିଲା । ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚକାଜାମ କରିଛି ବିଜେପି। ପଶ୍ଚିମ ଓଡିଶାର ମୋଟ ୩୭ଟି ବିଧାନସଭା କ୍ଷେତ୍ରରେ ଚକାଜାମ କରାଯାଇଛି । ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଚକାଜାମ…

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ…

ସମ୍ବଲପୁର: ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ରୋଗୀ ସେବା ନାରେ ପ୍ରାଇଭେଟ ମେଡିକାଲ ମାନେ ପୁଳା ପୁଳା ଟଙ୍କା ଲୁଟୁଥିବା ବେଳେ ଗରିବ ଶ୍ରେଣିର ଲୋକଙ୍କୁ ମାତ୍ର ୧ ଟଙ୍କାରେ ଚିକିତ୍ସା…

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଫେବ୍ରୁଆରୀ ୧୬ରେ ରାଉରକେଲା ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକର୍ପଣ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ବ ହକି କପ୍ ପାଇଁ ଦେଶର…

ବିବାହ ବନ୍ଧନରେ ବାନ୍ଧି ହେବେ ଦିୟା…

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ଚଳିତ ମାସ ଫେବ୍ରୁଆରି ୧୫ ତାରିଖରେ ପ୍ରେମିକ ବୈଭବ ରେଖୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିବେ। ଦିୟା ଏହା ପୂର୍ବରୁ ବ୍ୟବସାୟୀ ସାହିଲ୍‌ ସଂଘଙ୍କୁ ୨୦୧୪ରେ ବିବାହ କରିଥିଲେ। ୨୦୧୯…

ରାଜ୍ୟରେ କରୋନା: ୫୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୧୦୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଏନେଇ…

ପେଟ୍ରୋଲ ଦେବାକୁ ମନାକରିବାରୁ ବୋମାମାଡ,…

ଚଣ୍ଡିଖୋଲ: ପେଟ୍ରୋଲ ଦେବାକୁ ମନା କରିବାରୁ ବୋମା ମାଡ଼ କଲେ ଦୁର୍ବୃତ୍ତ। ଏଥିରେ ପେଟ୍ରୋଲ ପମ୍ପ କର୍ମଚାରୀ ଆହାତ ହୋଇଛନ୍ତି। ଏହି ଘଟଣାଟି ଯାଜପୁର ଜିଲ୍ଲା ବୈରୀଠାରେ ଶୁକ୍ରବାର ରାତି ୧୦ଟା ଘଟିଛି। ପ୍ରାକସ ଯେ, ପେଟ୍ରୋଲ ପମ୍ପ ବନ୍ଦ ହେବା ସମୟରେ ଦୁଇ ଜଣ ବ୍ୟକ୍ତି ତେଲ ପକାଇବାକୁ ଆସିଥିଲେ। ଏହି…

ଘାଟି ତଳକୁ ଖସିଲା ମିନି ବସ,୪ ମୃତ

କୋରାପୁଟ: ଘାଟି ତଳକୁ ଖସିଲା ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟିରେ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି ।