Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାରେ ଚକାଜାମ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆରମ୍ଭ ହୋଇଥିଲା । ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚକାଜାମ କରିଛି ବିଜେପି। ପଶ୍ଚିମ ଓଡିଶାର ମୋଟ ୩୭ଟି ବିଧାନସଭା କ୍ଷେତ୍ରରେ ଚକାଜାମ କରାଯାଇଛି । ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଚକାଜାମ ହୋଇଛି ।

Comments are closed.