Odisha Link
Bridging the Missing Links in Odisha
Daily Archives

February 13, 2021

ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ୍‌…

ନୂଆଦିଲ୍ଲୀ: ଆଜି ଠାରୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ୍‌ ବାଟିକା ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି। ଦର୍ଶକମାନେ ଆଜିଠାରୁ ତାରିଖରୁ ମାର୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ୧୫ ଏକର ବିଶିଷ୍ଟ ପୁଷ୍ପବାଟିକାରେ ପ୍ରବେଶ କରି ପାରିବେ।…

କୋଟିଆରେ ଆନ୍ଧ୍ର ନିର୍ବାଚନ: ଗାଡ଼ିରେ…

କୋରାପୁଟ: ଫେଲ୍‌ ମାରିଲା ସମସ୍ତ ଉଦ୍ୟମ। ଶେଷରେ କୋଟିଆରେ ବାଜି ମାରିଲା ଆନ୍ଧ୍ର ପ୍ରଦେଶ। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ନିର୍ବାଚନ କଲେ ଆନ୍ଧ୍ର ସରକାର। ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କଠୁ ଆରମ୍ଭ କରି ରାଜ୍ୟ ସରକାର ଯେଉଁ ସମସ୍ତ ଉଦ୍ୟମ କରିଥିଲେ ସବୁ…

ଦେଶରେ ୨୪ ଘଣ୍ଟାରେ ୧୦୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋଣା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ମୃତ୍ୟୁ ହାର ମଧ୍ୟ କମୁଛି। ଦେଶରେ ୧ ଲକ୍ଷ ୫୫ ହଜାର ୫୫୦ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୧୨ ହଜାର ୧୪୩ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ…

ଆତଙ୍କବାଦୀ ଜହୁର ଅହମ୍ମଦ ଓରଫ ଖାଲିଦ…

ଶ୍ରୀନଗର: ଗତବର୍ଷ ୩ ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୁଲିସ। ଗିରଫ ଆତଙ୍କବାଦୀ ହେଲେ ଟିଆରଏଫର ଜହୁର ଅହମ୍ମଦ ଓରଫ ଖାଲିଦ। ଖାଲିଦକୁ ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଛି। କେବଳ ବିଜେପି କର୍ମୀ ନୁହେଁ ଜଣେ ପୁଲିସ କର୍ମୀଙ୍କୁ ମଧ୍ୟ ଖାଲିଦ ହତ୍ୟା କରିଥିବା ଅଭିଯୋଗ…

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ସୋସିଆଲ…

ପୁରୀ: ସୋସିଆଲ ମିଡିଆରେ ପୁଣିଥରେ ଘୁରି ବୁଲିଲା ଶ୍ରୀମନ୍ଦିରର ଭିତର ବେଢ଼ାର ଫଟୋ। ଯାହାକୁ ନେଇ ବିବାଦ ଓ ସମାଲୋଚନା ଆରମ୍ଭ ହୋଇ ସାରିଛି। ଫେବ୍ରୁଆରୀ ୧୨ ତାରିଖ ଦିନ ସୋସିଆଲ ମିଡି୍ରା ଆପ୍‌ ଇନଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ୍‌ ନାମକ ଏକ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସେୟାର ହୋଇଛି।…

ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ,…

ରାୟଗଡ଼ା: ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ଏହି ଦୁର୍ଘଟଣାଟି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି। ଏହି ଘଟଣାଟି ରାୟଗଡ଼ା – କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି। ପ୍ରକାଶ ଯେ, ବସଟି ନବରଙ୍ଗପୁର କୋଷାଗୁମୁଡ଼ାରୁ ବସଟି…

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ। ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ଭିତରର ୨ଟି ଫଟୋ ଭାଇରାଲ ହୋଇଛି। ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ସମ୍ମୁଖରୁ ଏହି ଫଟୋ ନିଆଯାଇଛି । ଫଟୋଟି ଉକ୍ତ ଆଇଡିରେ ଚଳିତ ମାସ ଦୁଇ ତାରିଖରେ ପୋଷ୍ଟ ହୋଇଛି। ତେବେ କିଭଳି ପରିସ୍ଥିତିରେ ଏହି ଫଟୋ…

ଆଜି ହେଉଛି ଶ୍ରୀଜିଉଙ୍କ ପଦ୍ମବେଶ

ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ‘ପଦ୍ମବେଶ’। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆଜି ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରମ୍ପରା ଅନୁଯାୟୀ ବଡସଂହାର ବେଶରେ ମହାପ୍ରଭୁଙ୍କ ବେଶ ଲାଗି ନୀତି ଆରମ୍ଭ ହେବ। ସନ୍ଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡି ସହ ମଠ ସାଧୁସନ୍ଥ ବେଶ…

ସାମ୍ବାଦିକ ଅଭୟ ସିଂହଙ୍କର ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ପରଲୋକ। ଦୀର୍ଘ ଦିନର ଅସୁସ୍ଥତା ପରେ ଭୁବନେଶ୍ୱରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ ଲାଗି ଆନନ୍ଦାଶ୍ରମ ଜରାନିବାସରେ ପହଞ୍ଚିଛନ୍ତି।…

ସଡ଼କ ଦୁର୍ଘଟଣାରେ ୬ ମୃତ

ଆଗ୍ରା: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରରୁ ୬ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାଟି ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲାରେ ଘଟିଛି। ଟ୍ରକଟି କାରଟିକୁ ଧକ୍କା ଦେବା ଫଳରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେମାନେ ଲକ୍ଷ୍ମୀପୁରରୁ ମେହଦୀପୁର ବାଲାଜୀ ଦର୍ଶନ କରିବାକୁ ଯାଉଥିଲେ। ସୂଚନା ପାଇ ସ୍ଥାନୀୟ…