Odisha Link
Bridging the Missing Links in Odisha
Daily Archives

February 14, 2021

୧୬ରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ…

ସୁନ୍ଦରଗଡ଼: ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ସହ ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ। ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯିବ। ଏହାର ଉଦଘାଟନ ପାଇଁ ୧୬ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ। ବିକାଶ କାର୍ଯ୍ୟକୁ…

ପୁଲୱାମା ବୀର ସହିଦଙ୍କ ଉଦ୍ଦେଶ୍ୟରେ…

ଭୁବନେଶ୍ୱର: ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିଲେ ମଧ୍ୟ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା। ସେହି ହୃଦୟ ବିଦାରକ ଘଟଣାକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍‌…

କେରଳ ଓ ଦକ୍ଷିଣ ଭାରତର ସାମଗ୍ରିକ…

କେରଳ: କେରଳର କୋଚି ଠାରେ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ସମେତ ଏକବିଂଶ ଶତାବ୍ଦୀର ଏକାଧିକ ଭିତିଭୂମି ପ୍ରକଳ୍ପ ଗୁଡ଼ିକ କେରଳ ତଥା ଦକ୍ଷିଣ ଭାରତର ସାମଗ୍ରିକ ଶିଳ୍ପ ଏବଂ ଅର୍ଥନୀତି ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।…

ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ…

ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଓ କେରଳ ଗସ୍ତରେ ଯାଇଥିଲେ। ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଞ୍ଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ଏହି ଟ୍ୟାଙ୍କ୍‍ ଚେନ୍ନାଇ କମ୍ବାଟ୍‍ ଭେହିକିଲ୍‍ ଗବେଷଣା ଓ…

କାଲିଠୁ କରୋନା ଦ୍ୱିତୀୟ ଡୋଜ୍‌ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ କରୋନା ଦ୍ୱିତୀୟ ଡୋଜ୍‌ ଆରମ୍ଭ। ଏଥିସହ ଫେବୃଆରୀ ୧୩ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ କେତେକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟିକା ନେଇନାହାଁନ୍ତି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ…

ପିହୁ ନିଖୋଜ ମାମଲା, ମରାଗଲା ପୋଷ୍ଟର

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜ ମାମଲା ୬ ମାସ ସମୟ ବିତିଯାଇଥିବା ବେଳେ ପୁଲିସ୍‌କୁ ନିଖୋଜ ପିହୁର କୌଣସି ପତ୍ତା ମିଳିପାରି ନାହିଁ‌। ଏବେ ପୁଲିସ୍‌ ତତ୍ପରତା ଦେଖାଇ ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ…

ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଓ…

ଭୁବନେଶ୍ବର: ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। କଂଗ୍ରେସର ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି। ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା…

ଚଳିତ ବର୍ଷ ଲିଙ୍ଗରାଜରେ ରାତି ୧୦ରେ ଉଠିବ…

ଭୁବନେଶ୍ବର: ଆସନ୍ତା ମାସ ମାର୍ଚ୍ଚ ୧୧ ତାରିଖରେ ପଡୁଛି ମହାଶିବରାତ୍ରି ଉତ୍ସବ। ଜାଗର ଉତ୍ସବରେ ଲିଙ୍ଗରାଜ ମନ୍ଦିରରେ ରାତ୍ର ୧୦ ଘଟିକାରେ ଉଠିବ ମହାଦୀପ। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଟ୍ରଷ୍ଟବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି…

ଫେବୃଆରୀ ୧୫ ମଧ୍ୟରାତ୍ରରୁ ଫାଶଟ୍ୟାଗ୍‌…

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୫ ତାରିଖ ମଧ୍ୟରାତ୍ରରୁ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ। ସମସ୍ତ ଟୋଲ ଗେଟ୍‌ରେ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ କରାଯାଇଛି। ଫାଶଟ୍ୟାଗ୍‌ ନଥିଲେ ଟୋଲ୍‌ ରେଟ୍‌ରେ ଆଦାୟ ହେବ ୨ ଗୁଣା ଟୋଲ୍‌ ରେଟ୍। ପୂର୍ବରୁ ଜାନୁଆରୀ ୧ରୁ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ କରିଥିଲା NHAI। ପରେ ଏହି…

ଆସନ୍ତା କାଲି ଦିନ ୧ଟା ଯାଏଁ ଘରୋଇ ବସ୍‌…

ଭୁବନେଶ୍ବର: ଆସନ୍ତା କାଲି ଦିନ ୧ଟା ପର୍ଯ୍ୟନ୍ତ ଘରୋଇ ବସ୍‌ ସେବା ବନ୍ଦ। ଘରୋଇ ବସ୍‌ ସେବା ବନ୍ଦ ନେଇ ରାଜ୍ୟ ଘରୋଇ ମାଲିକ ସଂଙ୍ଘ କୋଷଧ୍ୟକ୍ଷ ବରଦା ଆର୍ଚାର୍ଯ୍ୟ ସୂଚନା ଦେଇଛନ୍ତି। କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ ସେବାକୁ ବନ୍ଦ କରାଯାଇଛି। ଆସନ୍ତା କାଲି ସକାଳ ୬ଟାରୁ…