Odisha Link
Bridging the Missing Links in Odisha
Daily Archives

February 14, 2021

ଦ୍ବିତୀୟ ବିବାହ କରିବେ ଦିୟା,…

ମୁମ୍ବାଇ: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ଡିଭା ଦିୟା ମିର୍ଜା। ମୁମ୍ବାଇର ବ୍ୟବସାୟୀ ବୈଭବ ରେଖିଙ୍କୁ ସେ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୫ ତାରିଖରେ ସେ ବିବାହ କରିବେ। ଦିୟା ବିବାହ ସମାରୋହରେ କେବଳ ପରିବାର ଓ ନିକଟ ବନ୍ଧୁ ସାମିଲ ହେବେ। ବିବାହର ୧୧ ବର୍ଷ ପରେ ୨୦୧୯ରେ…

ପ୍ରେମଦିବସରେ ପ୍ରେମୀ ଯୁଗଳଙ୍କର ବିବାହ…

ଭଦ୍ରକ: ପ୍ରେମର କେବେ ଅନ୍ତ ହୁଏ ନାହିଁ, ତାହା ଚିର ଶାଶ୍ବତ ଏହାର ଜ୍ବଳନ୍ତ ଉଦାହାରଣ ଦେଖବାକୁ ମିଳିଛି ଭଦ୍ରକରେ। ସବୁ ଘାତପ୍ରତି ସତ୍ତ୍ବେ ଏକ ସ୍ଵେଚ୍ଛାସେବୀ ସଂଗଠନ ପ୍ରେମୀ ଯୁଗଳଙ୍କର ବିବାହ କରାଇଛନ୍ତି। ବିବାହ ବୟସ ହୋଇନଥିବାବ ବେଳେ ପ୍ରେମୀ ଯୁଗଳ ଘରୁ ପଳାଇଯାଇଥିଲେ। ପରେ କଥା ଥାନା, କୋର୍ଟ ଆଉ…

ଉତ୍ତରାଖଣ୍ଡ ହିମସ୍ଖଳନ, ମୃତ୍ୟୁ ସଂଖ୍ୟା…

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ପରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଳୟରେ ବହୁ ଜୀବନହାନୀ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟାରେ ୪୩ରେ ପହଁଞ୍ଚିଛି। ଆଜି ତପୋବନର ସୁଡ଼ଙ୍ଗ ଭିତରୁ ଆଉ ୫ ମୃତଦେହ ମିଳିଛି। ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି ଟନେଲରେ ଖନନ କାର୍ଯ୍ୟ ୧୩୬…

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ

କେନ୍ଦୁଝର: ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମୁରୁସୁଆଁ ଅଞ୍ଚଳରେ। ବିବାହିତ ଅଭିଯୁକ୍ତକୁ ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ।ଗତକାଲି ରାତି ପାଖାପାଖି ୮ଟା ସମୟରେ ଗ୍ରାମର ଜଣେ ବିବାହିତ ଯୁବକ ଜଣେ ୧୩ ବର୍ଷିୟା ଅଷ୍ଟମ…

କର୍ଲାପାଟରେ ବିପଦରେ ଗଜରାଜ, ଆଉ ଏକ ହାତୀ…

କଳାହାଣ୍ଡି: କର୍ଲାପାଟରେ ବିପଦରେ ଗଜରାଜ। ଆଜି ପୁଣି କର୍ଲାପାଟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମାଈ ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ମୋଟ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ…

ବଟାନିକାଲ୍‌ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ବଟାନିକାଲ୍‌ ଗାର୍ଡେନରେ ଅଗ୍ନିକାଣ୍ଡ। ନନ୍ଦନକାନନର ବଟାନିକାଲ୍‌ ଗାର୍ଡେନରେ ଘଟିଛି ଅଗ୍ନିକାଣ୍ଡ। ବଟାନିକାଲ୍‌ ଗାର୍ଡେନର ଜଙ୍ଗଲିଆ ଅଞ୍ଚଳରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଭୋଜି…

ଆସନ୍ତା କାଲି ରାଜ୍ୟର ସବୁ ସ୍କୁଲ ବନ୍ଦ

ଭୁବନେଶ୍ବର: ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ। କଗ୍ରେଂସର ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କାଲି ରାଜ୍ୟର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି। ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି। ଆସନ୍ତା ମଙ୍ଗଳବାର ସରସ୍ବତୀ ପୂଜାଥିଲେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି…

ଶତକ ମୁହାଁ ପେଟ୍ରୋଲ ଦର, ଓଡ଼ିଶାରେ କେତେ…

ଭୁବନେଶ୍ୱର: ଶତକ ମୁହାଁ ପେଟ୍ରୋଲ ଦର। ଲାଗାତାର ପେଟ୍ରୋଲ ଏବଂ ଡିଜେଲ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଖାଉଟୀଙ୍କ ଉପରେ ପଡିବାରେ ଲାଗିଛି। ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍‌ ହେଲାଣି। ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ…

ଆସନ୍ତାକାଲି ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ, ଡିଜେଲ୍ ଓ ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି…

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ…

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି। ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଆମକୁ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ ବୋଲି…