Odisha Link
Bridging the Missing Links in Odisha
Daily Archives

February 20, 2021

ମଶା ନେଲା ଚାକିରି, ମୁଖ୍ୟମନ୍ତ୍ରୀଙ୍କୁ…

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ଚାଲିଗଲା ଚାକିରି। ଏମିତି ଏକ ଅଜବ ଘଟଣା ଘଟିିଛି ମଧ୍ୟପ୍ରଦେଶରେ। ସର୍କିଟହାଉସରେ ରାତ୍ରୀ ରହଣି କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍। ହେଲେ ରାତି ଅଧରେ ମଶା କାମୁଡ଼ିବାରୁ ଜଣେ ଯନ୍ତ୍ରୀଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି।…

କୀଟନାଶକ ପିଇ ଯୁବ ଚାଷୀଙ୍କ ଆତ୍ମହତ୍ୟା…

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣାରେ ଘଟିଛି। ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ପରୀକ୍ଷା ପାଇଁ ଲାଭା…

ମା’ଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ…

ନୂଆଦିଲ୍ଲୀ : ସ୍ବାଧୀନତା ପରେ ଭାରତରେ ପ୍ରଥମଥର ପାଇଁ ଫାଶୀ ପାଇବେ ଜଣେ ମହିଳା। ସେ ତାଙ୍କ ପ୍ରେମିକ ସଲିମ୍‌ଙ୍କ ସହ ମିଶି ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ସବନମ୍‌ଙ୍କୁ ଫାଶୀ ପାଇଁ ମଥୁରା ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ‌ହୋଇଯାଇଛି। ୨୦୦୮ ମସିହାର ଏହି ହତ୍ୟା…

ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଗିରଫ…

ବ୍ରହ୍ମପୁର : ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଫସିଲେ ଥାନା ଏସ୍‌ଆଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା JMFC ମାଜେଷ୍ଟ୍ରେଟଙ୍କ ଜାଲି ଦସ୍ତଖତ କରିବା ଅଭିଯୋଗରେ ଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ବୁଗୁଡା ପୁଲିସ୍‌ ଗିରଫ କରିଛି। ପ୍ରକାଶ ଯେ, ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଏସଆଇ ସୂର୍ଯ୍ୟନାରାୟଣ ଜାଲ…

ପୁଣି ଉପର ମୁହାଁ ତୈଳ ଦର

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦାମ୍‌। ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି। ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ଟପି ସାରିଲାଣି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର…

ରାଜ୍ୟର ୯ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ହେବ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତମାନେ ପୂର୍ବାନୁମାନ କରିଛନ୍ତି । ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର,…