Odisha Link
Bridging the Missing Links in Odisha
Daily Archives

February 20, 2021

SFD ପକ୍ଷରୁଶିବାଜୀ ଜୟନ୍ତୀ ପାଳନ

ଭୁବନେଶ୍ବର: ଛତ୍ରପତିଶିବାଜୀ ଜୟନ୍ତୀ ଅବସରରର STUDENTS FOR DEVELOPMENT (SFD) ପକ୍ଷରୁମାସ୍କ, ହାଣ୍ଡୱଶ, ଡ଼ିସ୍‌ ଇନ୍ଫେକ୍ଟାଣ୍ଟ ବଣ୍ଟନ କରାଯାଇଛି। ତପୋବନ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିବାଜୀଙ୍କ ମାହାତ୍ମ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରର ଆଲୋଚନା କରାଯାଇଛି। ନିଜ…

ଏଣିକି ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ଘରୋଇ ସ୍କୁଲରେ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏଣିକି ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ। ଘରୋଇ ସ୍କୁଲରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ କରାଯିବ। ଏନେଇ ସୂଚନା ଦେଇଛନ୍ତି…

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ:…

ଭୁବନେଶ୍ୱର: ଦୀର୍ଘ ଦଶ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏବେ ଲକଡାଉନର ସମ୍ଭାବନା ନାହିଁ। ମାତ୍ର ଲକଡାଉନର ସମ୍ଭାବନାକୁ ଏଡ଼ାଇ ହେବନାହିଁ। କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଠିକ ସେହିପରି ସିବେକେ କହିଛନ୍ତି ଯେ, ଲୋକେ…

ବିଧାନସଭା: ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା…

ଭୁବନେଶ୍ୱର: ଆଜି ବଜେଟ ଅଧିବେଶନର ତୃତୀୟ ଦିନ। ହେଲେ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକଙ୍କ…

କଙ୍ଗନାଙ୍କ ଟାର୍ଗେଟରେ କଂଗ୍ରେସ ନେତା:…

ନୂଆଦିଲ୍ଲୀ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ବତଙ୍କ ଟାର୍ଗେଟରେ କଂଗ୍ରେସ ସାଂସଦ। ନିକଟରେ କଂଗ୍ରେସ ସାଂସଦ ସୁଖଦେବ ପାଂସେ କଙ୍ଗନାଙ୍କୁ ନାଚବାଲି ବୋଲି କହିଥିଲେ। ଯାହାର ପାଲଟା ଜବାବ ରଖିଛନ୍ତି କଙ୍ଗନା। ସେ କହିଛନ୍ତି ଯେ, ମୁଁ ରାଜୁପତ ମହିଳା, ଯିଏ ହାତ ହଲାଏନି ହାଡ଼ ଭାଙ୍ଗି ଦିଏ। କଙ୍ଗାନ…

ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ…

ଭୁବନେଶ୍ବର: ଓଲିଉଡର ଅଭିନେତ୍ରୀ ଶିବାନୀଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କାରଣ ତାଙ୍କର ଦୁଇଟି ସିନେମା ରିଲିଜ୍ ହେଉଥିବାର ସୂଚନା ମିଳିଛି। ସିନେମା ଦୁଇଟି ହେଲା‘ବିଦ୍ୟାରାଣ’ ଏବଂ ‘ଦିଲ୍ ମୋର ମାନେନା’। ‘ବିଦ୍ୟାରାଣ’ରେ ସିନେମା ବାବୁସାନ୍-ଶିବାନୀଙ୍କୁ ଏକାଠି ଦେଖିବାକୁ ମିଳିବ।…

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ଏହି…

ନୂଆଦିଲ୍ଲୀ: ସିଲଭର ସ୍କ୍ରିନରେ ସିନେ ପ୍ରେମୀ ଦେଖିବେ ୧୯୮୩ ବିଶ୍ବକପ୍‌ ବିଜୟୀ ଭାରତୀୟ ଟିମ୍ ଉପରେ ଆଧାରିତ ଚଳଚିତ୍ର। ବହୁ ପ୍ରତିକ୍ଷିତ ଫିଲ୍ମ '୮୩'ର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଲା।ଜୁନ ୪ରେ ଏହି ପିଲ୍ମ ରିଲିଜ୍ ହେବ। ରଣବୀର ସିଂହ ପିଲ୍ମର ପୋଷ୍ଟର ସେୟାର କରି ରିଲିଜ୍ ଡେଟ୍ ଘୋଷଣା…

ଦେଶ ଏବେ ଦ୍ରୁତଗତିରେ ବିକାଶ ଆଡ଼କୁ…

ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦୀ ମଧ୍ୟ ଆଲୋଚନା…

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ,, ୩…

କଟକ: ଚିକିତ୍ସା ପାଇଁ ଆସୁଥିଲେ ଚଲିଗଲା ଜୀବନ। ସଡ଼କ ଦୁର୍ଘଟଣାରେ ହରାଇଲେ ଜୀବନ। ଏକ କଣ୍ଟନେରକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ରୋଗୀଙ୍କ ସମେତ ଚାଲିଗଲା ୩ ଜଣଙ୍କ ଜୀବନ। ଏମିତି ଏକ ସଡ଼କ ଦୁର୍ଘଟଣା ଘଟିଛି କଟକ ଟାଙ୍ଗୀର ବନ୍ଦାଳୋ ଟୋଲଗେଟରେ। ମିଳିଥିବା ସୂଚନା ମୁତାବିକ, ପଶ୍ଚିମବଙ୍ଗରୁ ଏକ…

୧୧ଟା ୩୦ ଯାଏ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।  ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଅଧିବେଶନ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ ହୋହାଲ୍ଲା କରିଥିଲେ । ମଣ୍ଡିରୁ ଧାନ ଉଠିବା…