Odisha Link
Bridging the Missing Links in Odisha
Daily Archives

April 2, 2021

୨୦୧୧ ବିଶ୍ବକପ୍: ଆଜିର ଦିନରେ ଟିମ୍‌…

ନୂଆଦିଲ୍ଲୀ: ୧୦ ବର୍ଷ ତଳେ ବିଶ୍ବ କ୍ରିକେଟରେ ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ। ଅର୍ଥାତ୍‌ ୨୦୧୧ ମସିହାରେ ଦ୍ବିତୀୟ ଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ। ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏହାର ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଇତିହାସ ରଚିଥିଲା । ଏହାସହ…

ପିପିଲି ଉପନିର୍ବାଚନ: ବିଜେପି ରାଲିରେ…

ପିପିଲି: ପିପିଲି ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ। ନାମାଙ୍କନ ସରିବା ପରେ ଜୋର ଧରିଛି ନିର୍ବାଚନୀ ପ୍ରଚାର। ଏହାରି ମଧ୍ୟରେ ଆଜି ପ୍ରଚାର ରାଲିରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାଇଗିରିପୁର ବିଜେପି ରାଲିରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେପି…

SCBରୁ ୬ ଦଲାଲ ଗିରଫ

କଟକ: କଟକ ବଡ଼ ମେଡିକାଲରୁ ୬ ଦଲାଲ ଗିରଫ। ଏସସିବି ପରିସରକୁ ଦଲାଲ ମୁକ୍ତ କରିବାକୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।ଗିରଫ ଅଭିଯୁକ୍ତଙ୍କ ଭିତରେ ଏସସିବିର ୨ ଜଣ କର୍ମଚାରୀ ରହିଛନ୍ତି। ଏହାସହ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏହି ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା…

ମର୍ମନ୍ତୁଦ ରେଳ ଦୁର୍ଘଟଣା, ୩୬ ମୃତ

ତାଇୱାନ: ମର୍ମନ୍ତୁଦ ରେଳ ଦୁର୍ଘଟଣା। ଦୁର୍ଘଟଣାରେ ପ୍ରାୟ ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି ପୂର୍ବ ତାଇୱାନରେ। ଏଥିସହ ଏହି ଦୁର୍ଘଟଣାରେ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ରାଜ୍ୟରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ…

ଭୁବନେଶ୍ବର: ରାଜ୍ୟରେ ବଢ଼ିଚାଲିଛି ମହାମାରୀ କରୋନା ସଂକ୍ରମଣ। ବିଗତ କିଛିଦିନ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ରାଜ୍ୟରେ ୨୪ଟି ଜିଲ୍ଲାରୁ ୪୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ…

ଓଡ଼ିଶାରେ ପହଁଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶାରେ ପହଁଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି ଶ୍ରୀ ନାିଡୁ। ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ବିମାନବନ୍ଦରରୁ ସିଧା…

ମେଡିକାଲରେ ଭର୍ତ୍ତି ହେଲେ ସଚିନ

ମୁମ୍ବାଇ: ମେଡିକାଲରେ ଭର୍ତ୍ତି ହେଲେ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି…

ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ଦେଶରେ ବିଗତ କିଛି ଦିନ ହେବ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆଲିଆ ସୋସିଆଲ ମିଡିଆରେ କହିଛନ୍ତି ଯେ, କରୋନା ପଜିଟିଭ ଚିହ୍ନଟ ହୋଇଛି।…