Odisha Link
Bridging the Missing Links in Odisha

ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍

ଭୁବନେଶ୍ବର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଥିବା ବେଳେ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କଲାଣି।

ରାଜଧାନୀ ଭୁବନେଶ୍ବରରରେ  କରୋନା ସଂକ୍ରମଣ ଦ୍ରୁତ ଗତିର ବ୍ୟାପୁଛି। ସିଲିକନ୍‌ ପରେ ଆଜି ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍‌ କରାଯାଇଛି।

ଭୁବନେଶ୍ବର ପଳାଶପଲ୍ଲୀ ସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍ କରାଯାଇଛି। କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ କଲେଜ ସିଲ୍‌ କରିଛି ବିଏମ୍‌ସି।

Leave A Reply

Your email address will not be published.