Odisha Link
Bridging the Missing Links in Odisha

ସଟଡାଉନରେ ବି ଗଡିବ ମୋ ବସ୍, ଜାଣନ୍ତୁ କେଉଁଠୁ…

ଭୁବନେଶ୍ୱର: କାଲିଠୁ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍। ସଟଡାଉନ୍ ସମୟରେ ଭୁବନେଶ୍ୱରରେ ମୋ ବସର ନିୟମିତ ଯାତାୟାତ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀକାଳୀନ ସେବାରେ ପାଇଁ  ମୋ ବସ୍‌ ଚଳାଚଳ କରିବ ।

କାଲି କେବଳ ରେଳ ଷ୍ଟେସନରୁ ହିଁ ମୋ ବସ୍ ଚାଲିବ । ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଯାତାୟାତ କରିବ। ରେଲୱେ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଧା ପର୍ଯ୍ୟନ୍ତ ଯିବ ମୋ ବସ୍। ବିମାନ ବନ୍ଦରରୁ ରେଲୱେ ଷ୍ଟେସନ୍ ସଟଲ ସେବା ମିଳିବ ବୋଲି କ୍ରୁଟ୍ ପକ୍ଷରୁ ସୁଚନା ଦିଆଯାଇଛି।

Leave A Reply

Your email address will not be published.