Odisha Link
Bridging the Missing Links in Odisha
Daily Archives

April 23, 2021

ବିନା ଅନୁମତିରେ ଓଡ଼ିଆରେ ନକଲ

ଭୁବନେଶ୍ବର: ବିନା ଅନୁମତିରେ ପ୍ରସିଦ୍ଧ ମଲାୟଲମ ଚଳଚ୍ଚିତ୍ର 'ହେଲେନ୍'ର କାହାଣୀ (ପ୍ରାୟ ଫ୍ରେମ୍‌ ଟୁ ଫ୍ରେମ୍) ଓ ପୋଷ୍ଟର୍‌ ନକଲ କରି କୁଖ୍ୟାତି ଅର୍ଜନ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ମୋନାଲିସା' ଆଇନର ଜାଲରେ ଛନ୍ଦି ହୋଇପାରେ। ନକଲ ନେଇ ଜଣାପଡ଼ିବା ପରେ ଏହାର ସ୍ବତ୍ବ…

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କରୋନା ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ ଘୁଞ୍ଚାଇ ଦିଆ ଯାଇଥିଲା। ଏହାରି ମଧ୍ୟରେ ପିପିଲି ପାଇଁ ନୂଆଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ…

ଶେଷରେ ଜିଦ୍‌ ଛାଡ଼ି ମାସ୍କ ପିନ୍ଧିଲେ ସୁର

ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ହୁ ହୁ ହେଇ ବଢିଚାଲିଛି। ଯାହା ସବୁ ଆଡେ ପୁଣି ଥରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନାକୁ ଫୁ କରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଅନେକ ସମୟରେ ମାସ୍କ ପିନ୍ଧୁ ନଥିବା ବେଳେ ଏବେ ଜିଦ୍‌ ଛାଡ଼ି ମାସ୍କ ପିନ୍ଧିଛନ୍ତି। ପୁର୍ବରୁ ମାସ୍କ…

କରୋନା ପୀଡ଼ିତା ହିନ୍ଦୁ ମହିଳାଙ୍କ ଶବ…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଅଣାୟତ୍ତ ହେବାରେ ଲାଗିଛି। ମହାମାରୀର କରାଳ ରୂପ ଦେଖି ବନ୍ଧୁ ପରିଜନ ମଧ୍ୟ ଦୂରେଇବାରେ ଲାଗିଛନ୍ତି। ମହାମାରୀ କରୋନା ସଂକ୍ରମଣ ଭୟରେ ମାନବିକତା ହଜିଗଲାଣି।ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ ଏଭଳି କିଛି ଲୋକ ଅଛନ୍ତି ଯିଏ ବାଛ ବିଚାର ନକରି ସାହାଯ୍ୟ କରିବାକୁ…

୬ଟି ରାଜ୍ୟକୁ ସଞ୍ଜୀବନୀ ପଠାଇଲା ଓଡ଼ିଶା

ଭୁବନେଶ୍ୱର: ହୁ ହୁ ମାଡିବାରେ ଲାଗିଛି କରୋନା ମହାମାରୀ। ଏହାର ମୁକାବିଲା ଅକ୍ସିଜେନକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର କେତେକ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ସହାୟତର ହାତ ବଢାଇଛି ଓଡିଶା। ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଓଡ଼ିଶା। ଗତ ୨୪ ଘଣ୍ଟା…

କରୋନାକୁ ମାତ୍ ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନାକୁ ମାତ୍ ଦେଲେ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ। କରୋନା ଆକ୍ରାନ୍ତ ହେବା ପରେ ଏବେ ସୋନୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସୋନୁ ଏପ୍ରିଲ୍ ୧୭ ତାରିଖରେ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେ ୧୦ ପୁର୍ବକରୋନାରୁ ହିଁ ଟିକା…

ଖୋଲୁଛି ଗୁମର: ସେବା ନାମରେ ଲୋକଙ୍କୁ…

ନୟାଗଡ଼: ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ଇଂ ସୈାମ୍ୟରଞ୍ଜନ ପ୍ରଧାନଙ୍କୁ ନିକଟରେ ଲାଗିଥିଲା ଜୋରଦାର ଝଟକା। କାରଣ ଆସ୍ଥା ଭୋଟରେ ପରାଜିତ ହୋଇ ହରାଇଥିଲେ ସରପଞ୍ଚ ପଦ। ଏସବୁ ମଧ୍ୟରେ ପଦବୀରୁ ବିତାଡ଼ିତ ହେବା ପରେ ତାଙ୍କର ଅସଲ ମୁଖା ଖୋଲିବାରେ ଲାଗିଛି।…

ଭୁବନେଶ୍ବରରୁ ଆଉ ୬୯୮ ପଜିଟିଭ ଚିହ୍ନଟ

ଭୁବନେଶ୍ବର: କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ଚିନ୍ତା ବଢାଇଲାଣି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୬୯୮ ଜଣ କରୋନା ଆକ୍ରାନ୍ତ। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୫୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ…

ସଟଡାଉନରେ ବି ଗଡିବ ମୋ ବସ୍, ଜାଣନ୍ତୁ…

ଭୁବନେଶ୍ୱର: କାଲିଠୁ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍। ସଟଡାଉନ୍ ସମୟରେ ଭୁବନେଶ୍ୱରରେ ମୋ ବସର ନିୟମିତ ଯାତାୟାତ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀକାଳୀନ ସେବାରେ ପାଇଁ  ମୋ ବସ୍‌ ଚଳାଚଳ କରିବ । କାଲି କେବଳ ରେଳ ଷ୍ଟେସନରୁ ହିଁ ମୋ ବସ୍ ଚାଲିବ । ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀ ମାନଙ୍କ…

ଟୁଇନ୍ ସିଟିରେ କଡାକଡି ହେବ ସଟଡାଉନ:…

ଭୁବନେଶ୍ବର: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବ ସଟଡାଉନ। ଟୁଇନ୍ ସିଟିରେ କଡାକଡି ହେବ ସଟଡାଉନ ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆସନ୍ତାକାଲିଠୁ ଦୁଇ ଦିନ ଧରି ଟୁଇନସିଟିରେ ସଟଡାଉନ୍ କଟକଣା…