Odisha Link
Bridging the Missing Links in Odisha
Daily Archives

April 23, 2021

ଆଉ ଏକ କରୋନା ଔଷଧକୁ ଗ୍ରୀନ ସିଗ୍‌ନାଲ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍‌ନାଲ ଦେଇଛି। ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ…

୨ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: ୨ ମାସ ମାଗଣାରେ ମିଳିବ ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ମେ’ ଏବଂ ଜୁନ୍ ଦୁଇ ମାସ ପ୍ରତି ଲୋକଙ୍କୁ ୫ କେଜି ଲେଖାଏଁ ମାଗଣାରେ ରାସନ ମିଳିବ।…

ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି…

ଭୁବନେଶ୍ୱର: ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହୁ ହୁ ହୋଇ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସଙ୍କୁ କିନ୍ତୁ ବର୍ତମାନ ସମୟରେ ଲେନ୍ସ ଲଗାଇ ଖୋଜିବାକୁ ପଡ଼ୁଛି। ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ ଥିବା ବେଳେ…

କୋଭିଡ୍‌ ରିପୋର୍ଟ ନଥିବାରୁ ଅଧାବାଟରୁ…

ବାଲେଶ୍ବର: କରୋନା କଟକଣା ଯୋଗୁଁ ଦୁଇଜଣ ବରଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି, ସେମାନଙ୍କର ବିବାହ ହୋଇପାରିନାହିଁ। ଦୁଇଟି ଭିନ୍ନ ଭିନ୍ନ ବିବାହ ପାଇଁ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସୁଥିବା ଦୁଇବରଙ୍କୁ ଓଡ଼ିଶା ଫୋଲିସ ଫେରାଇଦେଇଛି। ଏପଟେ ବିବାହ ପ୍ରସ୍ତୁତି କରି ଅପେକ୍ଷା କରିଥିବା…

ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଉଦ୍ଧବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଉଦ୍ଧବ। ବିପଦ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ନବୀନଙ୍କୁ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ନବୀନ ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ଉଦ୍ଧବ । ମହାରାଷ୍ଟ୍ର…

ଶନିବାର ଓ ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଟିକାକରଣ। ଶନି ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଟିକାକୁ ସମ୍ପର୍କରେ ବିଜୟ…

ଭିଜିଲାନ୍ସ ଜାଲରେ RI ବାବୁ

କର୍ଲାମୁଣ୍ଡା: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା RI । ଏକ ଜମିର ଡିମାରକେସନ ଓ ସ୍କେଚ୍ ଦେବା ପାଇଁ ସଦର ରାଜସ୍ବ ନିରୀକ୍ଷକ ରମେଶ ବରାଳ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପୂର୍ବରୁ ସୂଚନା ପାଇଁ…

ତାଳଚେର ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ…

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ସହ ଖୁବ ଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର କୋଇଲା ଓ ଖଣି…

ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା

ଭଞ୍ଜନଗର: ଭଞ୍ଜନଗରରୁ ଆସିଛି ଏକ ଦୁଃଖଦ ଖବର ବୃଦ୍ଧ ଦମ୍ପତି ଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଣ୍ଡା ଗାଁ କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି…

ଶନି ଓ ରବିବାର ଘଣ୍ଟାଏ କୋହଳ

ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳେ ସଟଡାଉନ୍ କରାଯାଇଥିଲା। ହେଲେ ଆଜି ଏହି ନିୟମରେ କିଛି ମାତ୍ରରେ କୋହଳ କରାଯାଇଛି। ଏନେଇ ସୂଚାନା ଦେଇଛନ୍ତି ଏସଆରସି ପ୍ରଦିପ ଜେନା। ଏସଆରସି ଜେନାଙ୍କ…