ପାଠପଢ଼ାରେ ବାଧକ ସାଜି ପାରିଲାନି କରୋନା
ବ୍ରହ୍ମପୁର: ନିଜର ଅଦମ୍ୟ ପାଠପଢ଼ା ନେଇ ଇଛାଶକ୍ତି ଆଗରେ ବାଧକ ସାଜି ପାରିନି କରୋନା। କରୋନା ମହମାରୀ ଦୁର୍ବଳ କରିପାରିନି ତାଙ୍କ ମନୋବଳ। କରୋନା କାଳରେ ଲୋକ ପଜିଟିଭ ହେଇ ଛାନିଆ ହେଉଥିବା ବେଳେ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଯୁବକ ନିଜ ପାଠପଢ଼ାରେ ବ୍ୟସ୍ତରହୁଥିବାର ଦୃଶ୍ୟ ଦେଖିବାକୁ…