Odisha Link
Bridging the Missing Links in Odisha

ଅଯଥା ସିଟି ସ୍କାନ କରନ୍ତୁ ନାହିଁ, ହୋଇପାରେ କ୍ୟାନସର: ଏମସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ ଚିକିତ୍ସାକୁ ନେଇ ଏମସ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଅଯଥା ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଇଛନ୍ତି ଡ. ରଣଦୀପ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ, କ୍ୟାନସର ହେବାର ବିପଦ ରହିଛି।

ଏଥିସହ ଯେ କହିଛନ୍ତି ଯେ, ଥରେ ସିଟି ସ୍କାନ ୩ ଶହ ଥର ଛାତି ଏକ୍ସ-ରେ ସହ ସମାନ। ସ୍ୱଳ୍ପ ଲକ୍ଷଣ ଥିଲେ ସିଟି ସ୍କାନର ଆବଶ୍ୟକତା ନାହିଁ। ବାୟୋମାର୍କର ଟେଷ୍ଟ ବି ସମସ୍ତଙ୍କୁ ନ କରିବାକୁ ପରାମର୍ଶ ଦେଲେ ଡ. ରଣଦୀପ ଗୁଲେରିଆ।

Leave A Reply

Your email address will not be published.