Odisha Link
Bridging the Missing Links in Odisha
Daily Archives

May 3, 2021

ରାଜ୍ୟରେ ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ମାତ୍ର ଲକଡାଉନରେ ମଧ୍ୟ ଟିକାକରଣ ଜାରି…

ଲକଡାଉନ ପୂର୍ବରୁ ମଦ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ…

ଟାଇମ୍‌ସ୍କେପ୍ସ୍ ୨୦୨୧ ଫେଟାଗ୍ରାଫି…

ଭୁବନେଶ୍ବର: ଫଟୋଗ୍ରାଫି ହେଉଛି ମାନବୀୟ ଅଭିବ୍ୟକ୍ତି। ଏକ ସୃଜନଶୀଳ ମାଧ୍ୟମ ଭାବରେ ଫଟୋଗ୍ରାଫି ପ୍ରାୟ ୧୮୦୦ ଦଶକରେ ବିକଶିତ ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା, ଏକବିଂଶ ଶତାବ୍ଦୀରେ, ଡିଜିଟାଲ୍ ଯୁଗ ଆରମ୍ଭ ହେବା ପରେ ଏହା ଏକ ଜୀବନଶୌଳୀରେ ପରିଣତ ହୋଇଛି। ଫଟୋଗ୍ରାଫିର ସମ୍ଭାବନା ଅସୀମ ହୋଇଯାଇଛି।…

ଭୁବନେଶ୍ୱରରୁ ୮୨୩ ନୂଆ କରୋନା ପଜିଟିଭ୍…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ହୁ ହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟର ରାଜଧାନୀ ଭୁବନେଶ୍ୱରରୁ ପୁଣି ୮୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୮୨୩ କରୋନା ପଜିଟି ମଧ୍ୟରୁ…

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ। ପୁଣି ଥରେ ସ୍ଥଗିତ ହୋଇଛି ପିପିଲି ଉପନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ…

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକଡାଉନ ଘୋଷଣା କରିଛନ୍ତି। ଆଉ ଦିନକ ପରେ ଲାଗୁ ହେବ ଲକଡାଉନ। ମାତ୍ର ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର। କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ।…

ମେ’ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

କୋଲକାତା: ଆସନ୍ତା ମେ' ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ। ନିଜର ୩ୟ ଇନିଂସ ଆରମ୍ଭ କରିବେ ମମତା। ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମମତା ମେ' ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ…

ଗଣମାଧ୍ୟମ: ଜନଗଣଙ୍କ ପାଇଁ

ସବ୍ୟସାଚୀ ଅମିତାଭ ମେ ୩ ତାରିଖକୁ ସାରା ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା 'ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ' ଭାବେ ପାଳନ କରାଯାଏ । ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୧ ମଇ ମାସ ତିନି ତାରିଖରେ ଆଫ୍ରିକା ମହାଦେଶର ସାମ୍ବାଦିକ ଓ ପତ୍ରପତ୍ରିକା ଏବଂ ଟେଲିଭିଜନ ବ୍ରଡକାଷ୍ଟିଂ ପ୍ରଫେସନାଲମାନେ ଗୋଟିଏ…

ଅଯଥା ସିଟି ସ୍କାନ କରନ୍ତୁ ନାହିଁ,…

ଭୁବନେଶ୍ୱର: କୋଭିଡ ଚିକିତ୍ସାକୁ ନେଇ ଏମସ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଅଯଥା ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଇଛନ୍ତି ଡ. ରଣଦୀପ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ, କ୍ୟାନସର ହେବାର ବିପଦ ରହିଛି। ଏଥିସହ ଯେ କହିଛନ୍ତି ଯେ, ଥରେ ସିଟି ସ୍କାନ ୩ ଶହ ଥର ଛାତି ଏକ୍ସ-ରେ ସହ ସମାନ।…

ସିବିଏସ୍ଇ ଢାଞ୍ଚାରେ ପ୍ରକାଶ ପାଇବ ଦଶମ…

ଭୁବନେଶ୍ୱର: ସିବିଏସ୍ଇ ଢାଞ୍ଚାରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ। ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫର୍ମାଟରେ ସ୍କୁଲ ନାମ,…