Odisha Link
Bridging the Missing Links in Odisha
Daily Archives

May 3, 2021

ଭାରତକୁ ସହାୟତାର ହାତ ବଢ଼ାଇଲା ଫାଇଜର,…

ନୂଆଦିଲ୍ଲୀ: ଭାରତରେ ଅଣାୟତ୍ତ ହେଲାଣି କରୋନା। ମହାମାରୀ କରୋନା ସହ ଲଢ଼େଇରେ ସମୟରେ ବହୁ ଦେଶ ସାହାଯ୍ୟ କରୁଥିବା ବେଳେ ସହାୟତାର ହାତ ବଢ଼ାଇଛି ଫାଇଜର। ଫାଇଜର ପ୍ରାୟ ୭୦ ମିଲିୟନ ଡଲାର (୫୧୦କୋଟିରୁ ଅଧିକ) କୋଭିଡ ଔଷଧ ଦାନ କରିଥିବା ଜଣାପଡ଼ିଛି। ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରରୁ ଭାରତକୁ…

ନିଟ୍ ପିଜି ପରୀକ୍ଷା ୪ ମାସ ସ୍ଥଗିତ

ପ୍ରଧାନମନ୍ତ୍ରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ ମହାମାରୀର ମୁକାବିଲା ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକତା ଉପରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୪ ମାସ ନିଟ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତିି…

ଲକଡାଉନକୁ ପାଇଁ ବ୍ୟସ୍ତ ନହେବାକୁ…

ଭୁବନେଶ୍ୱର: ଆସନ୍ତା ମେ’ ୫ ତାରିଖରୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ। ମେ’ ୫ ତାରିଖଠାରୁ ଆରମ୍ଭ ହୋଇ ମେ’ ୧୯ ଯାଏଁ ଲକଡାଉନ ବଳବତ୍ତର ରହିବ। ତେବେ ଏହା ପୁର୍ବରୁ ପୋଲିସ୍ କମିଶନର ଲୋକଙ୍କୁ ଅପିଲ୍ କରିଛନ୍ତି କହିଛନ୍ତି ଯେ, ଲକଡାଉନ୍ କୁ ନେଇ ଜନସାଧାରଣ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ କି…

କୋଭିଡ୍: କଟକ ପାଇଁ ୧୦ କୋଟି ଟଙ୍କା…

କଟକ: ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି।…

ଓଡ଼ିଶା ପାଇଁ ତିଆରି ହେଉଛି ରଣନୀତି:…

ଭୁବନେଶ୍ୱର: ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତି କରୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳା ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି ଯେ, ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିଛୁ।…

ପିପିଲି ଉପନିର୍ବାଚନ: ମେ’ ୭ରେ…

କଟକ: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଥମୁ ନାହିଁ। ଯହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଭଳି ସଙ୍କଟଜନକ ସ୍ଥିତିରେ ଆସନ୍ତା ମେ’ ୧୬ ତାରିଖରେ ହେବାକୁ ଥିବ ପିପିଲି ଉପ-ନିର୍ବାଚନକୁ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି…

ଭୁବନେଶ୍ବର: ଗତବର୍ଷ ପରି ଏଥର ବି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କଲେ। କିନ୍ତୁ ସାମ୍ବାଦିକଙ୍କୁ ଟିକା ଦେବା ନେଇ ଚୋରାପୀରତିରେ ସାମାନ୍ୟ ଭଟ୍ଟା ପଡ଼ିନାହିଁ। ଗତକାଲି ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା ପରେ ତରବରରେ ଟିକାକରଣ ନିଷ୍ପତ୍ତି ନେଇଥିଲେ ଭୁବନେଶ୍ବର ମହାନଗର…

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ…

ଭୁବନେଶ୍ବର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର। ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ୧୯୮୭ ବ୍ୟାଚର IFS ଆୟ ଅଭୟ ପାଠକ ସରକାରୀ ପଦବୀର ଅପବ୍ୟବହାର ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ତାଙ୍କ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଚର୍ଚ୍ଚାରେ ଦିନ ମଜୁରିଆଙ୍କ ସ୍ତ୍ରୀ,…

କୋଲକାତା: ଫେଲ୍‌ ମାରିଲା ମୋଦୀ-ଶାହ-ନଡ୍ଡାଙ୍କ ରଣନୀତି। ନିଜ ଗଡ଼ ବଞ୍ଚେଇବାରେ ସଫଳ ହେଲେ ମମତା ବାନାର୍ଜୀ। ତୃତୀୟଥର ପଶ୍ଚିମବଙ୍ଗରେ ଶାସନ କରିବେ ଦିଦି। ହେଲେ ଦଳକୁ ହିଟ୍‌ କରିଥିବା ବେଳେ ଫ୍ଲପ୍‌ ହେଲେ ଦିଦି। ନନ୍ଦିଗ୍ରାମ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତା…

କରୋନା: ଦିନକରେ ୮୯୧୪ ପଜିଟିଭ ଚିହ୍ନଟ, ୫…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମେ' ୫ରୁ ୧୪ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।…