Odisha Link
Bridging the Missing Links in Odisha
Daily Archives

May 9, 2021

ସତ୍ୟ ଏସ୍‍ ତ୍ରିପାଠୀ ହେଲେ କିସ୍‍…

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ଲବ୍‍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍‍ ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ…

ଦୁର୍ଘଟଣାରେ ପ୍ରତାପ ଷଡ଼ଙ୍ଗୀଙ୍କ ନାକ…

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ସରକାରୀ ଗାଡ଼ିରେ ଯିବା ସମୟରେ ଗୋଟିଏ ଟ୍ରାକ୍ଟର ସହ ଧକ୍କା ହେବାରୁ ଗାଡ଼ିର ବାମ ପାଖ ଭାଙ୍ଗିଯିବା ସହ ମନ୍ତ୍ରୀଙ୍କନାକ ଫାଟିଯାଇଛି। ଆଜି ଅପରାହ୍ଣରେ ଜଣେ ମୃତକଙ୍କ ପରିବାର ବର୍ଗଙ୍କୁ ଦେଖା…

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ପୁଣି ଗୋଟିଏ ଦୁଃଖଦ ଖବର। ବିଶିଷ୍ଠ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ସେ କୋଭିଡ୍‌ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ରଘୁନାଥ। ତାଙ୍କର ସ୍ବାସ୍ଥ୍ୟବାସ୍ଥା ଗୁରୁତର ଥିବାରୁ…

ଦୁଇ ଡୋଜ୍‌ ଟିକା ନେବା ପରେ ବି ଚାଲିଗଲା…

ନୂଆଦିଲ୍ଲୀ: କୋଭିଡ୍‌ରୁ ମୁକ୍ତି ପାଇଁ ଟିକା ଏବେ ସବୁଠୁ ବଡ଼ ସାହାରା ପାଲଟିଥିବା ବେଳେ ଦିଲ୍ଲୀରୁ ଏକ ଦୁଃଖଦ ଖବର ଆସିଛି। ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ ଟିକା ନେବା ପରେ ବି ଏହା ଜୀବନ ରକ୍ଷାକାରୀ ହୋଇ ପାରିନାହିଁ। ଟିକା ନେଇ ସାରିଥିବା ଜଣେ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀର ସରୋଜ…

ଅକ୍ସିଜେନ୍‌ କଳାବଜାରୀ କରୁଥିଲା ଖାନ୍‌…

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋଭିଡ୍‌ ସଂକ୍ରମଣ ହୁ ଡୁ ହୋଇ ବଢ଼ୁଥିବା ବେଳେ ଅକ୍ସିଜେନ୍‌ ଅଭାବ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏଭଳି ସମୟରେ ଅକ୍ସିଜେନ୍‌ କଳାବଜାରୀ କରୁଥିବା ରେସ୍ତୋରାଁ "ଖାନ୍‌ ଚାଚା" ଉପରେ ଚଢ଼ାଉ କରି ପୁଲିସ ୯୬ଟି ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ଜବତ କରିଛି। ରେସ୍ତୋରାଁର…

ଆତଙ୍କବାଦୀ ଆକ୍ରମଣ, ୫୦ରୁ ଉର୍ଦ୍ଧ୍ବ ମୃତ

ବ୍ୟୁରୋ: ଲଗାତାର ତିନୋଟି ବୋମା ବିସ୍ଫୋରଣରେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୫୦ ଜଣରୁ ଅଧିକଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରୀ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାବୁଲର ଶୟେଦ ଅଲ୍-ସୁହାଦା ବାଳିକା ବିଦ୍ୟାଳୟ ବାହାରେ ଶନିବାର ପ୍ରଥମେ ଗୋଟିଏ ବୋମା ଫୁଟିଥିଲା।…