Odisha Link
Bridging the Missing Links in Odisha
Daily Archives

May 11, 2021

ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ୍‌…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଅକ୍ସିଜେନ୍‌। ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ଏହି ଅକ୍ସିଜେନ୍‌ ପ୍ଲାଣ୍ଟ ହେବ।…

କାଳବୈଶାଖୀ ଆଶଙ୍କା: ୧୫ ଜିଲ୍ଲାକୁ…

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳ‌ବୈଶାଖୀ ସହିତ ବଜ୍ରପାତ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବହୁ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳ‌ବୈଶାଖୀ ସମୟରେ ୩୦ରୁ ୪୦କିମି ବେଗରେ ପବନ ହେବାର ଆଶଙ୍କା…

ଶ୍ରୀମନ୍ଦିର ଚନ୍ଦନ ଯାତ୍ରାକୁ ଗ୍ରୀନ…

ପୁରୀ: ଶ୍ରୀମନ୍ଦିର ଚନ୍ଦନ ଯାତ୍ରାକୁ ଗ୍ରୀନ ସିଗନାଲ୍‌। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ। ସୀମିତ ସଂଖ୍ୟକ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ। ସେବାୟତଙ୍କ…

ଲାଲଗଡରେ କରୋନା: ୧୦ ଜଣ ମାଓବାଦୀ ମୃତ,…

ଛତିଶଗଡ଼: ଲାଲଗଡରେ କରୋନା କାୟା। ବିଷାକ୍ତ ଖାଦ୍ୟ ଖାଇ ଓ କରୋନା ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସୁକ୍‌ମା ଜିଲ୍ଲାର ଦର୍‌ନାପାଲି ଓ କୋଣ୍ଟା ଅଞ୍ଚଳରୁ କରୋନା ଟିକା ଓ ମେଡିସିନ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ। ଏ ନେଇ ଦାନ୍ତେଓ୍ବାଡ଼ା ଏସ୍‌ପି ଅଭିଷେକ ବଲ୍ଲଭ ସୂଚନା…

ଶ୍ରୀମନ୍ଦିରରେ ଅଘଟଣ: ଭାଙ୍ଗିଲା ନୀଳଚକ୍ର…

ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଆଜି କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଛି ନୀଳଚକ୍ର ବାନାର ବାଉଁଶ। କାଳବୈଶାଖୀ ପ୍ରଭାବରେ ପବନ କାରଣରୁ ଏହି ବାନା ବାଉଁଶ ଭାଙ୍ଗିପଡ଼ିଛି। ତେବେ ନୀଳଚକ୍ର ବାନାର ବାଉଁଶ ଭାଙ୍ଗିଥିଲେ ମଧ୍ୟ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା ନେଇ ସେବାୟତ ସୂଚନା…

ପରଲୋକରେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼…

ନୂଆଦିଲ୍ଲୀ: ପରଲୋକରରେ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହ। ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ। ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ…

ସମ ଅଲ୍ଟିମେଟ ମେଡିକେଆରରେ ଓଡ଼ିଶାର ପ୍ରଥମ…

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ୍ ରୋଗୀ ସମ୍ ଅଲ୍ଟିମେଟରେ ଚିହ୍ନଟ ହୋଇଛି। ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମମର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା…

ବଡ଼ ମେଡିକାଲରୁ କରୋନା ରୋଗୀ ନିଖୋଜ,…

କଟକ: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରା ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଆସିଛି ଆଉ ଏକ ବଡ଼ ଖବର। କଟକ ବଡ଼ ମେଡିକାଲରୁ କରେନା ରୋଗୀ ନିଖୋଜ। କେରଳରୁ ଆସିଥିବା ଜଣେ ପଜିଟିଭ ଆକ୍ରାନ୍ତ ମଙ୍ଗଳବାର ନିଖୋଜ ହୋଇ ଯାଇଥିବା ଖବର ସାମ୍ନାକୁ ଆସିଛି। ଏପରିକି ରୋଗୀ ଜଣଙ୍କର ମୋବାଇଲ୍‌ ବନ୍ଦ ରହିଛି ।…

ରାଜ୍ୟରେ କରୋନା: କମୁଛି ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୨୫୯ ଜଣ…