Odisha Link
Bridging the Missing Links in Odisha
Daily Archives

May 17, 2021

କରୋନାରୁ ସୁସ୍ଥ ହେଲେ ଆଉ୧୧୮୨୧ ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢ଼ୁଥିବା ବେଳେ ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗୁନି। ମାତ୍ର ଏହାରି ମଧ୍ୟରେ ଗତ ଦୁଇ ଦିନ ହେବ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗତ…

ସର୍ବଦଳୀୟ ବୈଠକର ବହୁ ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ…

ରାଜଧାନୀରୁ ଦିନକରେ ୮୬୪ କରୋନା ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୬୪ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୩୪ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୩୦ ଜଣ ରହିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ…

ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ମହାମାରୀ ସମୟରେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ଚାଳକମାନେ ନିଜ ଇଚ୍ଛା ମୁତାବକ ଦର କହୁଛନ୍ତି। ଯାହାକୁ…

ନିଷ୍ଠୁର କରୋନା: ଚତୁର୍ଥୀ ହୋମ ନିଆଁ…

ରାଜକନିକା: ପାଦରୁ ଅଳତା ଲିଭି ନଥିବା ବେଳେ ମହାମାରୀ କରୋନା ପୋଛି ଦେଲା ନବବଧୂ ମଥାରୁ ସିନ୍ଦୂର। ସଂସାର ଗଢ଼ିବା ଆଗରୁ କରୋନା ଭାଙ୍ଗଦେଲା ସବୁ ସ୍ୱପ୍ନ ଓ ଆଶା। ଚତୁର୍ଥୀ ବାସିଦିନ କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା…

କରୋନା ବୋଲି କିଛି ରୋଗ ନାହିଁ; ଆମେ ନିୟମ…

ରାୟଗଡ଼ା: ମହାମାରୀ କରୋନା କାୟା ବିସ୍ତାର କରି ଅଣାୟତ୍ତ କରୁଥିବା ବେଳେ ଏକ ଆଶ୍ଚର୍ଯ୍ୟ ଚକିତ କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି। ସାରା ବିଶ୍ବରେ ପିଲାଠୁ ବୁଢ଼ା ସମସ୍ତେ ଉଣା ଅଧିକେ ମହାମାରୀ କରୋନାର କରାଳ ରୂପ ପ୍ରତିଦିନ ଦେଖିଥିବା ବେଳେ କରୋନା ବୋଲି ସେମିତି କିଛି ରୋଗ ନାହିଁ। ଆମକୁ ସେ ରୋଗ…

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଟିକେ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନେଇ ପ୍ରତିକିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ସଂକ୍ରମଣ ଟିକେ କମିଛି। ୧୦ରୁ ୧୨ ହଜାର ଭିତରେ ରହୁଛି। ଟ୍ରାନ୍ସମିଶନ ଚେନ ବ୍ରେକ କରିବାକୁ ଲକଡାଉନ ଜରୁରୀ ଥିଲା। ୨ରୁ ୮ ସପ୍ତାହ ମଧ୍ୟରେ ଲକଡାଉନର ପ୍ରଭାବ…

ନାରଦା ଷ୍ଟିଙ୍ଗ ମାମଲା: ମମତାଙ୍କ ୨…

କୋଲକାତା: ପୁଣି ସରଗରମ ହୋଇଯାଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସକ୍ରିୟ ହୋଇ ଉଠିଛି। ନାରଦା ଷ୍ଟିଙ୍ଗ ମାମଲାରେ ମମତା ବାନାର୍ଜୀଙ୍କ ସରକାରଙ୍କ ୨ ମନ୍ତ୍ରୀଙ୍କୁ ସିବିଆଇ ଅଟକ ରଖିଛି। ଅପରପକ୍ଷରେ ଏହା ର ପ୍ରତିବାଦ କରି ମମତା…

ଆଜି ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍…

ଗୁଜୁରାଟ: ଆରବସାଗରରେ ସୃଷ୍ଟ ବାତ୍ୟା ‘ତଉକ୍ତେ’ ଆଜି ଉପକୂଳ ଛୁଇଁବ। ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ।ଗୁଜୁରାଟ ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ।  ବେଳେ ବେଳ ପବନର ବେଗ ଘଣ୍ଟାପ୍ରତି…

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର…

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ୬୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଅମରେନ୍ଦ୍ର ମହାନ୍ତି ବହୁ ଭଜନ ଓ ହିଟ୍‌ ଫିଲ୍ମରେ…