Odisha Link
Bridging the Missing Links in Odisha
Daily Archives

May 18, 2021

ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ…

ବ୍ୟୁରୋ: ରାଷ୍ଟ୍ରପତି ଥିବା ବେଳେ ୨୦୨୦ରେ ଆମେରିକାର ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ଏକ ଭବ୍ୟ ଉଦ୍ୟାନର ଯୋଜନା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପ୍ରକଳ୍ପକୁ ରଦ୍ଦ କରି ଦେଇଛନ୍ତି। 'ନାସନାଲ ଗାର୍ଡେନ୍‌ ଅଫ୍‌ ଆମେରିକାନ୍‌ ହିରୋଜ୍' ନାମରେ…

ରାଜ୍ୟରେ କୋଭିଡ ସ୍ଥିତି ଏବେ…

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଆଜି ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସମ୍ପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ…

କରୋନା: ସିଙ୍ଗାପୁର ଭାରିଆଣ୍ଟ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ୨ୟ ଲହର। ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଅତକଙ୍କ ସଂଖ୍ୟା ହୁହୁ ହେଇ ବଢ଼ୁଥିବା ବେଳେ ୩ୟ ଲହର ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ସିଙ୍ଗାପୁରରେ ଦେଖାଯ଼ାଇଥିବା ଏକ ନୂଆ ପ୍ରକାର କରୋନା ଭୁତାଣୁ ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି। ସିଂଗାପୁରରେ ଏହି ନୂଆ…

ଆସିଲା ଗୁଗୁଲର ନୂଆ ‘ନ୍ୟୁଜ୍ ଶୋକେସ୍’…

ନୂଆଦିଲ୍ଲୀ: ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଗୁଗୁଲ୍ ଏକ ପ୍ରମୁଖ ସର୍ଚ୍ଚ ଇଞ୍ଜିନ୍ ପାଲଟିଥିବା ବେଳେ ହାତ ପାଅନ୍ତାରେ ଆମେ ସବୁ ଖବର ଗୁଗୁଲ୍‌ ମାଧ୍ୟମରେ ପାଇପାରୁଛେ। ଦିନକୁ ଦିନ ଗୁଗୁଲ୍‌ ସମାଜ ଅଭିମୁଖୀ ଓ ଜନପ୍ରିୟ ହେବା ପାଇଁ ନିରନ୍ତର ସେବାରେ ନୂତନତ୍ୱ…

କରୋନାରୁ ସୁସ୍ଥ ହେଲେ ଆଉ ୧୦୨୪୨…

ଭୁବନେଶ୍ଵର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ପଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ଓଡିଶାରେ ୧୦୨୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ…

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା: କରୋନା…

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟାଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ଥମୁନାହିଁ। ଏଭଳି ସମୟରେ ଅସହାୟ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର କରୋନାରେ ମୃତ୍ୟୁବରଣ କରିଥିବା…

ଲକଡାଉନ ୨.୦: ଅଫିସ ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ଵର: ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦। ଆସନ୍ତା ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଲକଡାଉନରେ ଅଫିସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ୍ ମୁତାବକ, ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ…

ରାଜଧାନୀରୁ ଦିନକରେ ୧୧୫୧ କରୋନା ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫୧ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ୧୮୪ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ରହିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ…

ଶବକୁ ଅସମ୍ମାନ: ଟାୟାର ଜାଳି ଅନ୍ତିମ…

ଲକ୍ଷ୍ନୌ: ଗଙ୍ଗାନଦୀରେ ଶବ ଭାସିବା ଘଟଣା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶର ବିଭିନ୍ନ ଘାଟରେ ପୋଲିସ୍ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି। ଯେପରି କୌଣସି ଲୋକ ଶବକୁ ପାଣିରେ ବିସର୍ଜନ ନ କରନ୍ତି ସେ ଉପରେ ନଜର ରଖିବାକୁ ପୁଲିସ୍ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏହା ଭିତରେ…

ନିଷ୍ଠୁର କରୋନା: ଗୋଟେ ଦିନରେ ଚାଲିଗଲା…

ମିରଟ: କାୟା ମେଲାଉଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଥିବା ବେଳେ ଥମୁନାହିଁ ମୃତ୍ୟୁହାର। ଛୁଆଠାରୁ ମାତାପିତାଙ୍କୁ ଛଡାଇ ନେଉଥିବା ବେଳେ କହାର କୋଳଶୂନ୍ୟ କରୁଛି ପ୍ରାଣଘାତୀ କରୋନା। ଏହାରି ମଧ୍ୟରେ କରୋନାରେ ଗୋଟେ ଦିନରେ ଦୁଇ ଯାଆଁଳା ଭାଇଙ୍କ ଜୀବନ ନେଇଛି କରୋନା। ଏଭଳି ଏକ ଦୁଃଖଦ…