Odisha Link
Bridging the Missing Links in Odisha
Monthly Archives

May 2021

ପୂର୍ବତନ ମନ୍ତ୍ରୀଙ୍କ ନାମରେ ଯୌନ ଶୋଷଣ…

ଚେନ୍ନାଇ: ପୂର୍ବତନ ମନ୍ତ୍ରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଷ୍ଟାର ଅଭିନେତ୍ରୀ। ତାମିଲନାଡ଼ୁର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ପୂର୍ବତନ ମନ୍ତ୍ରୀ ତଥା ଏଆଇଡିଏମ୍‌କେ ନେତା ଡକ୍ଟର ମଣିକନ୍ଦନଙ୍କ ନାଁରେ ଆଣିଛନ୍ତି ଅଭିଯୋଗ। ଯୌନ ଶୋଷଣ, ବ୍ଲାକ୍‌ମେଲିଂ ଓ ପ୍ରତାରଣା ଭଳି ଅଭିଯେୋଗ ପୂର୍ବତନ ମନ୍ତ୍ରୀଙ୍କ…

ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା…

ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୩୦ କିମ୍ବା ୩୧ରେ ମୌସୁମୀ କେରଳ ଛୁଇଁବ। ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। ଗତ ୨୧ ତାରିଖରେ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପରେ ପହଞ୍ଚି…

ଘର ରଙ୍ଗ କଲାବେଳେ ଯୁବତୀଙ୍କୁ ପ୍ରେମରେ…

ଭୁବନେଶ୍ବର: ଘରର କାନ୍ଥକୁ ରଙ୍ଗୀନ କଲାବେଳେ ପଡ଼ୋଶୀ ଘରର ଝିଅର ମନେରେ ବୋଳି ଦେଲା ପ୍ରେମର ରଙ୍ଗ। ପରେ ଆରମ୍ଭ ହେଲା ପ୍ରେମ। ଏଥିସହିତ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ମଧ୍ୟ ଦେଲା। ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ମନ ବୁଝିଯିବା ପରେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇ ନଥିଲା ରଙ୍ଗିଲା ରଙ୍ଗମିସ୍ତ୍ରୀ।…

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ…

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡୁଛନ୍ତି ପ୍ରଶାସନିକ ଅଧିକାରୀ। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା। କେନ୍ଦ୍ର ସରକାର ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି କରିଛନ୍ତି।  ଅଲପନଙ୍କୁ ମେ ୩୧ ସୋମବାର ସକାଳ ୧୦ଟା…

BCCIର ଗୁରୁତ୍ବପୂର୍ଣ୍ଣ ବୈଠକ: IPL-୧୪ ଓ…

ମୁମ୍ବାଇ: ଶନିବାର ମଧ୍ୟାହ୍ନରେ ବିିସିସିଆଇ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭର୍ଚୁଆଲ ମୋଡରେ ହେବ ଏହି ବୈଠକ। ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ସ୍ୱତନ୍ତ୍ର ସାଧାରଣ ବୈଠକ ଅବସରରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ…

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ…

ଭୁବନେଶ୍ବର: ମହାମାରୀର କରାଳ ରୂପରେ ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ପ୍ରାଣ ଚାଲି ଯାଉଛି। କରୋନାର ଦ୍ବିତୀୟ ଲହରର ରାଜ୍ୟର ବହୁ ସାମ୍ବାଦିକଙ୍କ ପ୍ରାଣହାନୀ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ପୁଅ ଚନ୍ଦନ…

ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଯିବ ରାଜ୍ୟର…

ଭୁବନେଶ୍ୱର: ଜୁନ୍‌ ପହିଲାରୁ ରାଜ୍ୟରେ ଥିବା ସମସ୍ତ ବିଏଡ କଲେଜ ଗୁଡିକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏବେ ରାଜ୍ୟର କିଛି ବିଏଡ୍‌ କଲେଜ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓ ଅନ୍ୟ କିଛି କଲେଜ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ…

୫ମ ପାଳିକୁ ୨ୟ ବର୍ଷ ପୂର୍ତ୍ତି, ମନ୍ତ୍ରୀ…

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅପରାହ୍ନ ୫.୩୦ ମିନିଟରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଦୁଇବର୍ଷ ତଳେ ମେ ମାସ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ। ପଞ୍ଚମ ପାଳିର…

ରାଜ୍ୟରେ କରୋନା: ଦିନକରେ ୭୧୮୮…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୧୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୨୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୬୨ ଜଣ ସ୍ଥାନୀୟ…

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ…

ପୁରୀ: ଫେସବୁକରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ। କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି। ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଥିବା…