Odisha Link
Bridging the Missing Links in Odisha
Monthly Archives

May 2021

ଏଣିକି କଥା କହିବା ବେଳେ ଆଉ ଖସାଇବାକୁ…

କେରଳ: କରୋନା ମହମାରୀ ଠୁ ରକ୍ଷା ପାଇବା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆପଣ ବିଭିନ୍ନ ପ୍ରକାରର ମାସ୍କ ଦେଖିଥିବେ। କେଉଁଠି ସୁନାରେ ତିଆରି ମାସ୍କ ତ କେଉଁଠି ରତ୍ନ ଖଚିତ ମାସ୍କ। ହେଲେ ଆମେ ଆପଣଙ୍କୁ ଏକ ଏଭଳି ସାସ୍କ କଥା କହୁଛୁ ଯାହାକୁ ପିନ୍ଧିଲେ ଆପଣଙ୍କୁ ଆଉ କଥା କହିବା ବେଳେ ମାସ୍କ…

ସେନାରେ ସାମିଲ୍ ହେଲେ ପୁଲଓ୍ୱାମା…

ନୂଆଦିଲ୍ଲୀ: ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ କରିଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିଆଲଙ୍କ ସ୍ତ୍ରୀ ନିତିକା କୌଲ ସେନାରେ ସାମିଲ୍ ହୋଇଛନ୍ତି। ଆର୍ମିରେ ଯୋଗ ଦେବା ପରେ ସେ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ ହୋଇଛନ୍ତି। ଆଜି…

ଛୁଆକୁ ଧରି ଟ୍ରେନ ଆଗରେ ଆତ୍ମହତ୍ୟା କଲା…

ଜଳେଶ୍ୱର: ଛୁଆକୁ ଧରି  ଟ୍ରେନ ଆଗରେ ଆତ୍ମହତ୍ୟା କଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳଷ୍ଟେସନ ନିକଟରେ।  ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାଯାଇଛି। ମହିଳାଙ୍କ ଆତ୍ମହତ୍ୟା ନେଇ ଖବରପାଇବା ପରେ ଜିଆରପି…

ଜୁନ୍‌ ପହିଲାରୁ ମହଙ୍ଗା ହେବ ବିମାନ…

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ ମହଙ୍ଗା ହେବ ବିମାନ ଯାତ୍ରା। ଦେଶ ମଧ୍ୟସ୍ଥ ବିମାନ ଯାତ୍ରା ପାଇଁ ଥିବା ସର୍ବନିମ୍ନ ଦେୟ ୧୫% ମହଙ୍ଗା ହେବ ବୋଲି ଶୁକ୍ରବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି। ଏହି ସଂଶୋଧିତ ଦେୟ ଜୁନ୍‌ ପହିଲା ଠାରୁ ଲାଗୁ ହେବ। କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ଅଲଗା…

ମେ ୨୯, ପ୍ୟାରୀ ବାବୁ ଓ ବିଜେଡି

ଭୁବନେଶ୍ବର: ୨୦୧୨ ମସିହା ପରଠୁ ମେ' ମାସ ଓଡ଼ିଶା ରାଜନୀତି ଓ ରାଜ୍ୟବାସୀଙ୍କ ପାଇଁ ଏକ ଅଭୁଲା ମାସ। ୨୦୧୨ରେ ପ୍ରଥମେ ଓଡ଼ିଶା ରାଜନୀତିରେ ବାତ୍ୟା ହୋଇଥିଲା। ପରେ ମେ' ମାସରେ ହିଁ  ୩ଟି ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ। ହେଲେ ୨୯ ତାରିଖ ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ଯେମିତି…

UAEରେ ହେବ IPL-୧୪ର ବଳକା ମ୍ୟାଚ୍:…

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ ତମ ସଂସ୍କରଣକୁ ନେଇ ଆସିଲା ବଡ଼ ଖବର। ଭାରତରେ କୋଭିଡ ସ୍ଥିତି ଅଣାୟତ୍ତ ହେବାରୁ ଆଇପିଏଲ ୧୪ର ଅଧାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲର ବଳକା ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଶନିବାର ହୋଇଥିବା ଏସଜିଏମ୍‌ ବୈଠକରେ ବିସିସିଆଇ ନିଷ୍ପତ୍ତି…

ଯୌତୁକ ପାଇଁ ବଧୂ ହତ୍ୟା, ଘର ଅଗଣାରେ…

ବାରାମତି: ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ଲିଭିଗଲା ବଧୂଙ୍କ ଜୀବନ ଦ୍ୱୀପ। ଯୌତୁକ ନ ଆଣିବାରୁ ବାରମ୍ବାର ନିର୍ଯାତନା ଦେବା ପରେ ବୋହୂକୁ ହତ୍ୟା କରିଛନ୍ତି ମହିଳାଙ୍କ ଶ୍ୱଶୁର ଘର ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ବାରାମତିର ସାଙ୍ଗବୀ ଗାଁରେ। ମୃତ ମହିଳାଙ୍କ ପରିବାର ଲୋକଙ୍କ…

ଜୁନ ୧ରୁ ଅନଲାଇନ କ୍ଲାସ ଆରମ୍ଭ

ଭୁବନେଶ୍ବର: ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ। ଛାତ୍ରଛାତ୍ରୀମାନେ କ୍ଳାସ୍‌ ପାଇଁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଆସିବେ ନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅନଲାଇନରେ କ୍ଲାସ କରିବେ। ଅନଲାଇନ କ୍ଲାସ ନେବେ ଅଧ୍ୟାପକ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା…

ଏଣିକି ମଧ୍ୟାହ୍ନ ଭୋଜନ ଟଙ୍କା…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ମଧ୍ୟାହ୍ନ ଭୋଜନ ସ୍କିମ୍‌ର ରୋଷେଇ ଖର୍ଚ୍ଚ ବାବଦ ଟଙ୍କା ଏଣିକି ଦେଶର ୧୧.୮କୋଟି ଛାତ୍ରଛାତ୍ରୀଙ୍କୁ ସିଧାସଳଖ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଟଙ୍କା…

୫ ହଜାର ୨-ଡିଜି ଔଷଧ ପାଇଁ ଅର୍ଡର ଦେଲା…

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନାର ଦ୍ବିତୀୟ ଲହର। ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ଆଉ ଏକ କରୋନା ଔଷଧ ପାଇଁ ଅର୍ଡର ଦେଇଛନ୍ତି। ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ ଡ୍ରଗ ୨-ଡିଜି…