Odisha Link
Bridging the Missing Links in Odisha
Daily Archives

June 4, 2021

କରୋନା ରୋକିବାକୁ ପାରା ଓ ବିଲେଇଙ୍କୁ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଏହାକୁ ରୋକିବାକୁ ଉତ୍ତର କୋରିଆରେ ଅଜବ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତାନାଶାହ କିମ୍ ଜୋଙ୍ଗ୍ ଉନ୍ ସମସ୍ତ ପାରା ଓ ବିଲେଇଙ୍କୁ ମାରିବାକୁ ନିଷ୍ପତ୍ତି ନେଇଛନ୍ତି। ପାରା ଓ ବିଲେଇ ଚୀନ ସୀମା ଦେଇ କରୋନା ଭାଇରସ ବିସ୍ତାର କରିଥିବା ସେ ଆଶଙ୍କା…

ଶିଶୁଙ୍କୁ ଦିଆଯିବ ଫାଇଜର ଟିକା: ରଣଦୀପ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଛି। ମାତ୍ର କରୋନାର ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି,…

ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ବ୍ୟକ୍ତି ଗିରଫ। ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଆଜି ଅଭିଯୁକ୍ତ ସଲମାନକୁ ଦିଲ୍ଲୀର ଖଜୁରୀ ଖାସ ଥାନାର ପୋଲିସ ଗିରଫ କରିଛନ୍ତି। ସୂଚନା…

ହାବିଲଦାରଙ୍କ ଦାଦାଗିରି: ୫୦୦ ଟଙ୍କା ଦେ,…

ନୟାଗଡ଼: ଜଣେ ପୁଲିସ୍ କର୍ମଚାରୀଙ୍କ ଲାଞ୍ଚ ମାଗୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ‘୫୦୦ ଟଙ୍କା ଦିଅ। ନହେଲେ ୫୦୦୦ ଟଙ୍କାର ଫାଇନ କଟାଯିବ।’ ବୋଲି ପୁଲିସ୍ କର୍ମଚାରୀ ଜଣଙ୍କ କହୁଥିବାର ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।…

ବାତିଲ ହେଲା ଚଳିତ ବର୍ଷ +୨ ପରୀକ୍ଷା,…

ଭୁବନେଶ୍ବର: ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ଏହି ପରିପ୍ରେକ୍ଷୀରେ…

କରୋନା କାଳରେ ସାମୁହିକ ଇସ୍ତଫା ଦେଲେ ୩…

ଭୋପାଳ: କରୋନା କାଳରେ ଇସ୍ତଫା ଦେଲେ ଡାକ୍ତର। ସାମୁହିକ ଇସ୍ତଫା ହେଲେ ୩ ହଜାର ଡାକ୍ତର। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ବିଭିନ୍ନ ଦାବି ନେଇ ମଧ୍ୟପ୍ରେଦଶର ୬ଟି ମେଡିକାଲ କଲେଜର ଡାକ୍ତର ହରତାଳ କରିଥିଲେ। ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଁଞ୍ଚିବା ପରେ ୨୪ ଘଣ୍ଟା ମଧ୍ୟରେ ହରତାଳ…