Odisha Link
Bridging the Missing Links in Odisha
Daily Archives

June 17, 2021

ଅଧିକ ସଂକ୍ରମଣ ଜିଲ୍ଲାରେ ବ୍ୟାପକ କରାଯିବ…

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ୍। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର୍ ଟୁ ଡୋର୍ ସର୍ଭେ ବ୍ୟାପକ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ…

କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧%…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ କରୋନା ବିରୋଧୀ ଲଢେଇରେ କାମ କରୁଛି କୋଭିସିଲ୍ଡ ଟିକା। ଏପରିକି କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ପ୍ୟାନେଲର ମୁଖ୍ୟ…

୪୦:୩୦:୩୦ ଫର୍ମୁଲାରେ ଜୁଲାଇ ୩୧ ସୁଦ୍ଧା…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। ଆଜି ସିବିଏସ୍‌ଇ ପକ୍ଷରୁ ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି। ସେହିପରି ୧୦, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ…

+୨ ମୂଲ୍ୟାୟନ ନେଇ ବାହାରି ପାରୁନି…

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସି ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ ପରେ କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ଦ୍ୱନ୍ଦ୍ୱ ଦେଖା…

୫ ବର୍ଷର ଶିଶୁକୁ ହତ୍ୟାକରି ମୁଣ୍ଡଗଣ୍ଡି…

ନୟାଗଡ଼: ୫ ବର୍ଷର କୁନି ଝିଅକୁ ହତ୍ୟାକରି ମୁଣ୍ଡଗଣ୍ଡି ଅଲଗା କଲା  ଅଭିଯୁକ୍ତ। ପୁଲିସ ଶବ ଜବତ କରିବା ସହ ହତ୍ୟାକାରୀକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକରେ ଥିବା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁରେ। ହତ୍ୟାକାଣ୍ଡର ଶିକାର ହୋଇଥିବା…

କୁଲଫି ବିକ୍ରି କରୁଛନ୍ତି ଟ୍ରମ୍ପ୍!

ଇସଲାମାବାଦ: ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ! କିଛି ଲୋକ ଏଭଳି ଏକ ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି। ସେ ଟ୍ରମ୍ପଙ୍କ ଭଳି ଦେଖା ଯାଉଥିବା ବେଳେ…

୨୧ରୁ ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ…

ଭୁବନେଶ୍ୱର: ଆସନ୍ତା ୨୧ରୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ। ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପାର ପ୍ରକଳ୍ପ ନିର୍ଦେଶକ…

ଗର୍ଭବତୀ ମହିଳାଙ୍କ ପାଇଁ ଟିକା ଜରୁରୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ବେଶୀ ପ୍ରଭାବ ପକାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ, ଆଇସିଏମଆରର ପ୍ରଥମ ଓ ଦ୍ୱିତୀୟ ଲହରରେ ଗର୍ଭବତୀ ଓ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଦ୍ୱିତୀୟ ଲହରରେ…

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ,…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଠେଙ୍ଗା, ଭୁଜାଲି ଧରି ଭାଙ୍ଗିଲେ ଏକାଧିକ ଗାଡି। ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ-୩ରେ ଏଭଳି ଘଟଣା ଘଟିଛି। ୮ ରୁ ୧୦ ଜଣ ହାତରେ ଠେଙ୍ଗା, ଭୁଜାଲି ଓ ଖଣ୍ଡା ଧରି ଆସି ଭଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ କାର୍…

ବିଦେଶ ଯାତ୍ରା ପାଇଁ ୨ୟ ଡୋଜ ଟିକାକରଣ…

ଭୁବନେଶ୍ୱର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ନୂଆ ଗାଇଡଲାଇନ। ବିଦେଶକୁ ଯାଉଥିଲେ ଆଗୁଆ ନେଇ ପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍। ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବିଦେଶକୁ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ, ଚାକିରି କରିବାକୁ ଯାଉଥିବା ବ୍ୟକ୍ତି ଏବଂ…