Odisha Link
Bridging the Missing Links in Odisha
Daily Archives

June 22, 2021

ବିରଳ ହଳଦିଆ କଇଁଛ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀପଠାରୁ ଉଦ୍ଧାର ହୋଇଛି ହଳଦିଆ ରଙ୍ଗର କଇଁଛ। ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି। ଜଣେ ଯୁବକ ରାତିରେ ଘରକୁ ଫେରୁଥିବା ସମୟରେ କଇଁଛଟିକୁ ଧରିଥିଲେ। କଇଁଛଟିର ଓଜନ 2 କିଲୋରୁ ଅଧିକ ହେବ ବୋଲି ଅନୁମାନ…

ଦୋକାନରେ ଲାଗିବ କରୋନା ଟିକା…

ବ୍ରହ୍ମପୁର: ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗତକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ଏହାକୁ ଆଉ ଟିକେ ତ୍ୱରାନ୍ୱିତ କରିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା…

ଏସ୍‌ଆଇ ପଦବୀ ପାଇଁ ଓଡ଼ିଶା ପୁଲିସ୍‌ର…

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ପୁଲିସ୍‌ର ୪୭୭ଟି ଏସ୍‌ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି। ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୁଲିସ୍‌। ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ…

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର: ବିଳମ୍ବ ହୋଇପାରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ରାଜ୍ୟ ସରକାର ତାଙ୍କ କାମ ଶେଷ କରିନଥିବାରୁ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୧୦ ମାର୍ଚ୍ଚ ୨୦୨୨ରେ ଶେଷ ହେବ। ନିର୍ବାଚନ ପୂର୍ବରୁ…

ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତୀୟ ହକି ଦଳ। ଏସବୁ ମଧ୍ୟରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ଓ ଉପ-ଅଧିନାୟକଙ୍କ ନାମ ଘୋଷଣା କରିଛି ହକି ଇଣ୍ଡିଆ। ପୁରୁଷ ଦଳର ଅଧିନାୟକ ମନପ୍ରୀତ୍‌ ସିଂହଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ହକି ଇଣ୍ଡିଆ ।ଅନ୍ୟପଟେ ପୁଣିଥରେ ଜାତୀୟ…

ଶରଦଙ୍କ ଘରେ ଆଜି…

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାଓ୍ବାର ଓ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ୨-୨ଥର ସାକ୍ଷାତ ପରେ ଜାତୀୟ ରାଜନୀତିରେ ହଟଚମଟ। ଏସବୁ ମଧ୍ୟରେ ଆଜି ଅପରାହ୍ନ ୪ଟା ସମୟରେ ବିରୋଧୀ ମେଣ୍ଟକୁ ନେଇ ରାଷ୍ଟ୍ରମଞ୍ଜ ବୈଠକ ଅନୁଷ୍ଠିତ ହେବ। ଏଥିରେ ସାମିଲ ହେବେ ୧୫ ଦଳର…

ଏଥର ବି ବିନା ଭକ୍ତରେ ହେବ ଦେବସ୍ନାନ…

ପୁରୀ: ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଏହାକୁ ନଜରରେ ରଖି ୧୪୪ ଧାରା ଲାଗୁ କରିବା ପ୍ରଶାସନ। ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ସକାଳ ଯାଏଁ ୧୪୪ ଧାରା ଜାରି କରିଛି ପ୍ରଶାସନ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇ କହିଛନ୍ତି ଯେ,…

କୋଭିଡ ଟିକାକରଣକୁ ନେଇ…

ନୂଆଦିଲ୍ଲୀ: ସାରା ବିଶ୍ବରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହିତ ସମସ୍ତ ଦେଶ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏସବୁ ମଧ୍ୟରେ କୋଭିଡ ଟିକା ସମ୍ବନ୍ଧୀୟ ଡୁଡୁଲ କରିଛି ବିଶ୍ବର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ 'ଗୁଗୁଲ'। ଯାହା ଲୋକଙ୍କୁ ଟିକାକରଣ ନେଇ ସମସ୍ତ ସୂଚନା ଦେଉଛି।…

ସାମ୍ନାକୁ ଆସିଲା ଟିମ୍‌ ସଚିନ୍ ପାଇଲଟ,…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ କଂଗ୍ରେସରେ ଚାଲିଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ଘନେଇବାରେ ଲାଗିଛି।କଂଗ୍ରେସରେ ଲାଗି ରହିଥିବା କନ୍ଦଳ ମଧ୍ୟରେ ସଚିନ ପାଇଲଟଙ୍କ ସମର୍ଥକ ମାନେ ପାଇଲଟଙ୍କ ବଡ଼ ବଡ଼ ହୋର୍ଡିଂ ଲଗାଇଛନ୍ତି। ଯାହାକୁ ନେଇ ରାଜସ୍ଥାନ କଂଗ୍ରେସ ରାଜନୀତି ରୋଚକ ମୋଡ଼ରେ…

ଦିନକରେ କରୋନା ନେଲା ୩୮ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ କମୁନାହିଁ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୬୭୧କୁ ବୃଦ୍ଧି ପାଇଛି ।…