Odisha Link
Bridging the Missing Links in Odisha
Daily Archives

June 25, 2021

ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୭.୮୯,…

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କରୋନା ସଂକଟ ସମୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇପାରି ନଥିବାରୁ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରାଯାଇ ଫଳାଫଳ ପ୍ରକାଶ କରାଯାଇଛି। ରାଜ୍ୟରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ରହିଛି।…

ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ…

ଭୁବନେଶ୍ୱର: ଓଡ଼ିଶାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସରୁ ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଡେଲ୍ଟା ପ୍ଳସ୍ ରୋଗୀ ଦେବଗଡ ଜିଲ୍ଲାରୁ।…

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା:…

ଭୁବନେଶ୍ୱର: ରାଜ୍ୟରେ ଆଉ ବସ୍ତି ରହିବ ନାହିଁ। ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନ ବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯାଇଛି ମାଟ୍ରିକ ରେଜଲ୍ଟ। ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କଲେ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷର ପାଶ ହାର ୯୭.୮୯ ପ୍ରତିଶତ ରହିଛି। ଏଥିସହିତ ସନ୍ଧ୍ୟା ୬ଟାରେ ବୋର୍ଡ ଓ୍ବେବସାଇଟ୍‌  …

ବିଜେପିକୁ ଓଲଟା ଟାର୍ଗେଟ କଲେ ମନୀଷ,…

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ବିଷୟକୁ ଆଧାର କରି ସୁପ୍ରିମ୍ କୋର୍ଟର ଅଡିଟ୍ ପ୍ୟାନେଲ୍ ରିପୋର୍ଟକୁ ନେଇ ବିଜେପି ଏବଂ ଆମ ଆଦମୀ ପାର୍ଟି ମୁହାମୁହିଁ। ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ…

ଦିଲ୍ଲୀ ସରକାର ଅଧିକ ଅକ୍ସିଜେନ୍…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା। ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି…

ଭାକ୍ସିନ ନେଲେ ଗୁରୁତର ହେବା ଆଶଙ୍କା…

ଭୁବନେଶ୍ୱର: କରୋନାର ୨ୟ ଲହର ପ୍ରକୋପ କମି ନଥିବା ବେଳେ ୩ୟ ଲହରର ଆଶଙ୍କା ବଢିଲାଣି। ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏନେଇ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ। ତେବେ ଡେଲ୍ଟା ପ୍ଲସ…

ଅଧ୍ୟାପକଙ୍କ ଅବସର ବୟସ ସୀମା ବଢ଼ିବନି

ଭୁବନେଶ୍ବର: ରାଜ୍ୟରେ ଥିବା ବେସରକାରୀ କଲେଜ ଗୁଡ଼ିକରେ ଖାଲି ପଡ଼ିଛି ବହୁ ଅଧ୍ୟାପକ। ଖାଲି ଥିବା ମୋଟ ୧୮୫୮ ପଦମଧ୍ୟରୁ ୯୭୨ ପୁରଣ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି। ବାକି ପଦ ପୁରଣ ଲାଗି ପଦକ୍ଷେପ ନିଆଯିବ। ତେଣୁ ଅଧ୍ୟାପକମାନଙ୍କ ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ।…

ଭାଇରାଲ ବୟ ତ୍ରୈଲୋକ୍ୟଙ୍କ ନୂଆ ଗୀତ,…

ଭୁବନେଶ୍ବର: 'ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି' ଡାଇଲଗ୍‌ ମାରି ସାରା ରାଜ୍ୟରେ ଭାଇରାଲ ବୟ ଭାବେ ପରିଚିତ ତ୍ରୈଲୋକ୍ୟ ରାୟ ଏବେ ପୁଣି ଚର୍ଚ୍ଚାରେ। ଭାଇରାଲ ଡାଇଲଗ୍‌ ପରେ ‘ମୁଁ ଇସ୍କୁଲରେ ପଢ଼ୁଛି' ଗୀତ ଗାଇ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲେ ବାଲିପାଟଣା ଆମଣାକୁଦ ଗାଁର…

ରାଜ୍ୟରେ ବନ୍ଦ ହେଲା ୨ଟି ଡିଗ୍ରି କଲେଜ

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେଲା ଦୁଇଟି ଡିଗ୍ରି କଲେଜ। କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଦୁଇଟି ଡିଗ୍ରି କଲେଜକୁ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ଦୁଇଟି କଲେଜ ହେଲା, ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା…