Odisha Link
Bridging the Missing Links in Odisha
Daily Archives

June 27, 2021

କୋଭିଡ୍ ନିୟମ ଭାଙ୍ଗିଲେ, ୨୦ ହଜାର ଫାଇନ…

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟ ଜନସେବା ଲାଗି ଯେତିକି ଚର୍ଚ୍ଚିତ, ବେଲଗାମ ତୁଣ୍ଡ ପାଇଁ ସେତିକି ବିବାଦୀୟ। ରାଜ୍ୟରେ ଲକ୍‌ଡାଉନ୍, ସଟ୍‌ଡାଉନ୍‌ ନିୟମକୁ ଫୁ କରି ବନ୍ଧୁମିଳନ କରି ବିବାଦ ଘେରକୁ ଆସିଛନ୍ତି ବିଧାୟକ ସୁର ରାଉତରାୟ। କୋଭିଡ୍ କଟକଣାକୁ ଭୁଲି ସଟ୍‌ଡାଉନ୍‌ ସମୟରେ କଂଗ୍ରେସ…

IAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିଲେ। ରବିବାର ଦିନ ରାଜ୍ୟ ସରକାର IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବତନ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରିଛନ୍ତି ସରକାର।…

ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ…

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ପରଲୋକ। ଆଜି ଭୁବନେଶ୍ବର ଉପକଣ୍ଠ ଜାଆଁଳା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଜିମୁତ ମଙ୍ଗରାଜ। ପରେ ତାଙ୍କୁ ଭୁବନେଶ୍ୱର AIIMS ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ଜିମୁତଙ୍କ ମୃତ୍ୟୁ ହୋଇଥିବା AIIMS ପକ୍ଷରୁ ସୂଚନା…

ଆଶା ଦେଖାଇଲେ ଆଶା ଦିଦି, ୫୭ ବର୍ଷ ବୟସରେ…

ଭଦ୍ରକ: ଦୃଢ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ। ଏହା ନିଃସନ୍ଦେହ। ଯାହାକୁ ପ୍ରମାଣିତ କରିଛନ୍ତି ଭଦ୍ରକ ଜିଲ୍ଲା କଣ୍ଟି ଗାଁର ୫୭ ବର୍ଷିୟ ସ୍ବର୍ଣ୍ଣଲତା ପତି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଜଣେ ଆଶା ଦିଦି। ଲୋକଙ୍କ ସେବା…

ପୂର୍ବତନ କୁଳପତିଙ୍କୁ ବୀଭତ୍ସ ହତ୍ୟା,…

ଝାରସୁଗୁଡ଼ା: ଦିନ ଦ୍ବିପହରରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା। ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଜଣେ ଦୁର୍ବୃତ୍ତ ଶ୍ରୀ ନାୟକ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ…

ସ୍ବାସ୍ଥ୍ୟକର୍ମୀ ବିକିଦେଲେ ଟିକା!

କେନ୍ଦୁଝର: ସାରା ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏସବୁ ମଧ୍ୟରେ ଟିକା ବିକ୍ରି ନେଇ ଅଭିଯୋଗ କରିଛନ୍ତି ଲୋକେ। କେନ୍ଦୁଝର ଜିଲ୍ଲା ସବଡିଭିଜନର ଶାଳନିଆ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଗାଁକୁ ଟିକା ନେଇ ଯାଉଥିବା…

ଚୁମା ଦେବାରୁ ଚାଲିଗଲା ମନ୍ତ୍ରୀ ପଦ

ଲଣ୍ଡନ: ସହକର୍ମୀଙ୍କୁ ଚୁମା ଦେଇ ହରଡଘଣାରେ ମନ୍ତ୍ରୀ। ବିବାଦ ବଢ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍।ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ…

ଭୁବନେଶ୍ୱର: ଆତ୍ମନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ…