Odisha Link
Bridging the Missing Links in Odisha
Daily Archives

June 28, 2021

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ଆର୍ଥିକ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରୋନା ପ୍ୟାକେଜ ଘୋଷଣା। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି ମିଳିବ। ଏହାସହ ୩ ବର୍ଷ ପାଇଁ କୋଭିଡ…

ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି…

ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି। ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି…

୫% କମ୍ ସଂକ୍ରମଣ ଜିଲ୍ଲାରେ କୋହଳ…

ଭୁବନେଣ୍ବର: ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ କମୁଛି। ତେଣୁ କରୋନା ସଂକ୍ରମରକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ ହେବ ଏବଂ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ସବୁ…

ଭିସୁଟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ…

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବଂଶୀଧର ମାଝୀ। କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏହି ନିଯୁକ୍ତି ଦେଇଛନ୍ତି। ଭିସୁଟ୍ ବୁର୍ଲାର କୁଳପତି ଭାବେ ଶ୍ରୀଯୁକ୍ତ ମାଝି କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ଅଥବା…

ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ,…

ଭଦ୍ରକ: ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ। ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି। ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅଗ୍ନି ପ୍ରାଇମ-୧ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ହୋଇଛି। ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ…

ଅସମ୍ଭାଳ ଭିଡ଼, ସିଲ୍‌ ହେଲା ୨୦ ଦୋକାନ

ଭୁବନେଶ୍ବର: ରାଜଧାନୀ ଏବେ ବି ରେଡ୍‌ ଜୋନରେ ଅଛି। ଅନ୍ୟପଟେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଶେଷ ହେବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହାକୁ ନଜରରେ ରଖି ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବିଏମସିର ୩ଟି ଯାକ…

ମାଟ୍ରିକ୍‌ ରେଜଲ୍ଟକୁ ନେଇ ତାତିଲେ…

ଭୁବନେଶ୍ବର: ଚଳିତବର୍ଷ ମହାମାରୀ କରୋନା ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ମାଟ୍ରିକ୍‌ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। କଟକ ଓ ପୁରୀରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ। ବୋର୍ଡ ଦେଇଥିବା ନମ୍ବରରେ…

ଯୁକ୍ତ ୨ ନାମଲେଖା ପାଇଁ ସିଟ୍‌ ସମସ୍ୟା…

ଭୁବନେଶ୍ବର: ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଯାହା ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ରାଜ୍ୟରେ ମାଟ୍ରିକ୍‌ ପାସ୍‌ ହାର ସର୍ବାଧିକ ୯୭.୮୯ ପ୍ରତିଶତ ରହିଛି। ହେଲେ ଯେତେ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ସେତେ ସଂଖ୍ୟକ ସିଟ୍‌ ଯୁକ୍ତ ୨ କନିଷ୍ଠ…

ଦିଲ୍ଲୀ ଏମ୍ସରେ ନିଆଁ, ସ୍ଥାନାନ୍ତରିତ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ନିଆଁ। ସୋମବାର ସକାଳ  ୫ ଟା ସମୟରେ ଲାଗିଥିଲା ନିଆଁ। ଯାହାକୁ ନେଇ କିଛି ସମୟ ପାଇଁ ଭୟର ବାତାବାରଣ ସୃଷ୍ଟି ହୋଇଥିଲା। ହେଲେ ଦମକଳ ବାହିନୀ ପହଁଞ୍ଚି ନିଆକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ଦମକଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିଆଁ ବଡ଼ ଧରଣର ଲାଗି ନଥିଲା। ଆମେ କିଛି…

କମୁଛି ସଂକ୍ରମଣ, ଚିନ୍ତା ବଢ଼ାଉଛି ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୧୯ ନୂଆ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୦୩,୭୮୯ ରେ…