Odisha Link
Bridging the Missing Links in Odisha
Daily Archives

July 9, 2021

ଟିସିଏସ୍‌ର ବଡ଼ ଘୋଷଣା: ଚଳିତ ବର୍ଷ ଦେବ…

ମୁମ୍ବାଇ: କରୋନା ମହାମାରୀ ସମୟରେ ବହୁ କର୍ମଚାରୀଙ୍କ ଛଟେଇ ହୋଇଥିବା ବେଳେ ଦେଶର ବୃହତ୍ତମ ଆଇଟି କମ୍ପାନି ଆଇଟି ଟିସିଏସ୍‌ର ବଡ଼ ଘୋଷଣା କରିଛି। ଚଳିତ ଆର୍ଥିକ ବର୍ଷରେ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପ୍ରାୟ ୪୦ ହଜାର କ୍ୟାମ୍ପସ୍ ନିଯୁକ୍ତି ପ୍ରଦାନ କରିବ। ଏ ସମ୍ପର୍କରେ ସୂଚନା ଦେଇ କମ୍ପାନିର…

ବିଶ୍ୱସ୍ତରୀୟ ହେବ ପୁରୀ ରେଳଷ୍ଟେସନ

ପୁରୀ: ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ ମିଳିବାର ଗୋଟିଏ ଦିନ ପରେ ପୁରୀ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଘୋଷଣା କରାଯାଇଛି। ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରଏଲଡିଏ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଯାତ୍ରୀମାନଙ୍କୁ…

କେନ୍ଦୁଝରରେ ନୂଆ ନର୍ସିଙ୍ଗ କଲେଜ…

କେନ୍ଦୁଝର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ଚମ୍ପୁଆର କରା ଖେନ୍ଦ୍ରା ଠାରେ…

ଭୁବନେଶ୍ୱରରୁ ୩୮୯ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱରରୁ ଆଜି ୩୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩୫୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ…

ଆସନ୍ତା କାଲିଠୁ ଡିଏଲ୍ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବନ୍ଦ ରହିଥିବା ବେଳେ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ ଶନିବାର ଠାରୁ ଗାଇଡ୍ ଲାଇନ୍ ମୁତାବକ ଡିଏଲ୍ ଟେଷ୍ଟ କରାଯିବ । କ୍ୟାଟେଗୋରୀ ଏରେ ରହିଥିବା ୨୦ ଜିଲ୍ଲାରେ ଜୁନ୍ ୨୨ରୁ…

କେରଳରେ ‘ଜିକା’ ଭୂତାଣୁ ଚିହ୍ନଟ

କେରଳ: ମହାମାରୀ କରୋନା ପ୍ରକୋପ ଥମି ନଥିବା ବେଳେ କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ ଦେଖିବାକୁ ମିଳିଲାଣି। ରାଜ୍ୟରେ ୧୪ ଜଣଙ୍କ ଠାରେ ଚିହ୍ନଟ ହୋଇଛି ‘ଜିକା’ ଭୂତାଣୁ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କେରଳରେ କଟକଣା କୋହଳ ହେବା ପରେ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି…

୭ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା। ଆଗାମୀ ୨୪ ଘଣ୍ଟା ଭିତରେ ବର୍ଷାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ୨୩ ଜିଲ୍ଲା ମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୭ ଜିଲ୍ଲା…

୬ ଜିଲ୍ଲାରେ ନୂଆ ଏସପି

ଭୁବନେଶ୍ବର: ୬ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ୍‌ ଏସ ଦେବଦତ୍ତ ସିଂହ ଏବଂ ତାଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ଦାୟିତ୍ବ ମିଳିଛି। ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି…

ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାକୁ…

ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା। ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ରମନ୍ତ୍ରୀ। ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା…

ସୋଆରେ ୭୨ତମ ବନମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି। ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ "ଇଚ ୱାନ, ପ୍ଲାଂଟ ୱାନ" (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦…