Odisha Link
Bridging the Missing Links in Odisha
Daily Archives

July 9, 2021

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ଓ…

ଭୁବନେଶ୍ୱର: କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପି୍ରୟଦର୍ଶିନୀଙ୍କୁ ଭିତରେ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ତେବେ ଆସନ୍ତା ୧୪ ତାରିଖରେ ପୁଣି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ…

ଧୂପକାଠି ବ୍ୟବସାୟରେ ପାଦ ଥାପିଲେ ତେଜ…

ପାଟନା: ଲାଲୁ ଯାଦବ ଓ ରାବଡ଼ୀ ଦେବୀଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ଆଉ ଥରେ ଚର୍ଚ୍ଚାରେ ତେଜପ୍ରତାପ ଏଥିପାଇଁ ଯେ, ସେ ଧୂପକାଠି ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ତାଙ୍କର ବ୍ୟବସାୟ ନାମ L-R ଅର୍ଥାତ୍ ଲାଲୁ-ରାବଡି ରାଧାକୃଷ୍ଣ ରଖିଛନ୍ତି। ଏହି…

ଛୁଆକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଟଳିପଡ଼ିଲା…

ଯାଜପୁର: କୌଣସି ବି ମା' ନିଜ ପିଲାଙ୍କୁ ବିପଦରେ ଦେଖି ଚୁପ୍‌ ରହିନଥାଏ। ଏପରିକି ନିଜ ପିଲାଙ୍କ ପାଇଁ ବଡ଼ ବଡ଼ ବିପଦକୁ ମଧ୍ୟ ମଥାପାତି ସହିବାର କ୍ଷମତା ମା' ପାଖରେ ଥାଏ। ଏସବୁ ସତ୍ତ୍ବେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇନଥାଏ ମା'। ସେଥିପାଇଁ ତ ମା'ର ମମତା ଏ ବିଶ୍ବରେ ଅନନ୍ୟ। ହେଲେ ଦଶରଥପୁର ବ୍ଲକ…

ଜୁଲାଇ ଶେଷରେ ଯୁକ୍ତ ୨ ପରୀକ୍ଷା ଫଳ:…

ଭୁବନେଶ୍ବର: ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୂର୍ବରୁ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବାର ଥିଲା, ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ୩୧ ସୁଦ୍ଧା ରେଜଲ୍ଟ ପାଇଁ ଚାଲିଛି ପ୍ରୟାସ’ ବୋଲି…

‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ହେଲେ ଡ. ଇତି…

ଭୁବନେଶ୍ୱର: ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ (WAJA India) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି। ଅନୁଷ୍ଠାନର…

ରବିବାରଠୁ ପୁରୀରେ କର୍ଫ୍ୟୁ

ପୁରୀ: ଜ୍ବରରୁ ସୁସ୍ଥ ହେବା ପରେ ଆଜି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ସୋମବାର ଅର୍ଥାତ୍‌…

ପରଲୋକରେ ବିଶିଷ୍ଟ ଶିକ୍ଷାବିତ…

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ ପୁରୁଷୋତ୍ତମ ରାଉତଙ୍କର ଗତ ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ…

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍‌…

ଭୁବନେଶ୍ବର: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ଶେଷ ହୋଇଛି। ପିଏମ୍‌ ମୋଦୀ ତାଙ୍କ ଟିମରେ ନୂଆ ଚେହେରାଙ୍କୁ ସାମିଲ କରିଥିବା ବେଳେ ୧୨ ଜଣ  ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେ ମଧ୍ୟରୁ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅନ୍ୟତମ। ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ରାଜ୍ୟସଭା ସାଂସଦ…

ଅଥଚ ଚାଣକ୍ୟ: କାନ୍ତାରରେ ଚାଷୀ, ରାଜାଙ୍କ…

ନୟାଗଡ଼: ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ଚାଣକ୍ୟ ଶାନ୍ତିରେ ନିଶ୍ବାସ ମାରିଲେ। ବର୍ଷେ ପରେ ଦେଶର ଅବସ୍ଥାରେ ଉନ୍ନତି ହୋଇଥିବ ଭାବି ସେ ପହଞ୍ଚିବାବେଳକୁ ଦେଖିଲେ ଚନ୍ଦ୍ରଗୁପ୍ତ ସହର ସାରା ପାର୍କ, ଉଜ୍ଜ୍ବଳ ଆଲୋକ, ପାଣିଫୁଆର, ଚକଚକ ରାସ୍ତା ଆଉ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ବେସ୍‌ ସୁନ୍ଦର ଭାବେ…