Odisha Link
Bridging the Missing Links in Odisha
Daily Archives

July 16, 2021

ବଦଳିବ ଇତିହାସ! ହଳଦୀଘାଟରୁ ମହାରଣା…

ନୂଆଦିଲ୍ଲୀ: ବଦଳିବ ଇତିହାସ। ବଦଳିବ ପାଠ୍ୟ ପୁସ୍ତକରେ ଥିବା ତଥ୍ୟ। ହଳଦୀ ଘାଟ ଯୁଦ୍ଧକୁ ନେଇ ପଢ଼ାଯାଉଥିବା ବହିରେ ଉଲ୍ଲେଖ ଥିବା କିଛି ତଥ୍ୟ ଖୁବଶୀଘ୍ର ବଦଳିବାକୁ ଯାଉଛି। ଆଜି ପର୍ଯ୍ୟନ୍ତ ହଳଦୀ ଘାଟ ଯୁଦ୍ଧରେ ମହାରଣା ପ୍ରତାପଙ୍କ ସେନା ପଛକୁ ଫେରିଥିଲେ ବୋଲି ଏପର୍ଯ୍ୟନ୍ତ ଇତିହାସ ପାଠ୍ୟ ପୁସ୍ତକରେ…

ଚାଲିଗଲେ ଜାତୀୟ ପୁରସ୍କାର ବିଜେତା…

ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଅଭିନେତ୍ରୀ ସୁରେଖା ସିକ୍ରି। ‘ବାଲିକାବଧୂ’ର ଦାଦି ସା’ ଭାବେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ୭୫ ବର୍ଷ ବୟସରେ ‘ବଧାଇ ହୋ’ ଫେମ୍ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ସକାଳୁ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି…

ଆଜି ପବିତ୍ର ହେରାପଞ୍ଚମୀ, ରଥ ଭାଙ୍ଗିବେ…

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ। ରଥ ଭାଙ୍ଗିବେ ମା' ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥ। ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ଆସିଛନ୍ତି ମହାପ୍ରଭୁ। ଏଣୁ ପ୍ରଚଣ୍ଡ ରାଗରେ…

ବାଳକକୁ ବଞ୍ଚାଇବାକୁ ଯାଇ କୂଅରେ ପଡ଼ିଗଲେ…

ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଗଞ୍ଜ ବସୋଡ଼ାରେ ଅଭାବନୀୟ ଘଟଣା। ଗୁରୁବାର କୂଅରେ ପଡ଼ି ଯାଇଥିବା ଜଣେ ବାଳକକୁ ଉଦ୍ଧାର କଲା ବେଳେ ଧସିଗଲା କୂଅ। ଯାହାରିଫଳରେ କୂଅରେ ପଡ଼ିଗଲେ ୩୨ ଜଣ ଲୋକ। ସେ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ସବୁଠୁ…

ରାଜ୍ୟରେ ଆଉ ୬୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ କମିବାରେ ଲାଗିଛି। ହେଲେ ମତ୍ୟୁ ସଂଖ୍ୟାରେ ଲାଗୁନି ବିରାମ। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଦିନକରେ ୨୦୭୦ ପଜିଟିଭ ଚିହ୍ନଟ,…

ଭୁବନେଶ୍ବର: ମହାମାରୀ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ରାଜ୍ୟର କିଛି ଜିଲ୍ଲାରେ କରୋନା ମାମଲା କମ୍‌ ଚିହ୍ନଟ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ବର ଓ କଟକ ଜିଲ୍ଲାରେ ଏବେ ବି ମାମଲା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୨୦୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ…

ମାଟ୍ରିକ୍‌ ମାର୍କରେ ଅସନ୍ତୁଷ୍ଟ ୦.୩୯%…

କଟକ: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍‌ ଲାଇନ୍‌ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମାଟ୍ରିକ୍‌…