Odisha Link
Bridging the Missing Links in Odisha
Daily Archives

August 5, 2021

୧ ଲକ୍ଷ ଦୁଗ୍ଧ ଚାଷୀ ପାଇଲେ ୧୧ କୋଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ ଯେ…

ଫସାଇଦେଲା ଫେସବୁକ୍ ଝିଅ, ଦେହ ଦେଖାଇ…

କଟକ: ଫେସବୁକ୍‌ରୁ ବନ୍ଧୁତା। ପରେ ନମ୍ବର ଦିଆନିଆ। ମିଠା ମିଠା କଥା ସାଙ୍ଗକୁ ଆହୁରିି କେତେ କ'ଣ ଗପସପ। ଭିଡିଓ କଲରେବି ଭାବ ଦିଆଦିଆ। ପ୍ରେମର ବାହାନା କରି ଯୁବକଙ୍କ ପର୍ସନାଲ ଡାଟା ହାତେଇ ନେଲେ ଯୁବତୀ। ତାପରେ ଆରମ୍ଭ ହେଲା ବ୍ଲାକ୍‌ମେଲିଂ। ଏବେ ଫୋନ ଯୋଗେ ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ…

ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଆ ପୁଅ…

ଭୁବନେଶ୍ବର: ଦୀର୍ଘ ୪୧ ବର୍ଷ ପରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ। ୧୯୮୦ ମସହା ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ଦଳ। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳକୁ ଏବେ ଛୁଟୁଛି ଶୁଭେଚ୍ଛାରୁ ସୁଅ। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା…

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ…

ଭୁବନେଶ୍ବର: ଆସିଲା ବଡ଼ ଖବର। ରାଜ୍ୟ ସରକାର ଗୁରୁବାର ନେଇଛନ୍ତି ବଡ଼ ନିଷ୍ପତ୍ତି। ପୂର୍ବରୁ ଦଶମ ଓ ଏକାଦଶ କ୍ଲାସ୍‌ ଖୋଲିଥିଲା। ଏବେ ଖୋଲିବ ୯ମ ଶ୍ରେଣୀ। ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ। କୋଭିଡ୍‌ କଟକଣା ମଧ୍ୟରେ କ୍ଲାସ…

ଅଲିମ୍ପିକ୍ସ କୁସ୍ତିରେ ରୌପ୍ୟ ପଦକ…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଭାରତକୁ ଆଉ ଏକ ପଦକ। କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦହିୟା। ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ଜିତିଲେ ରୌପ୍ୟ ପଦକ ରବି ଦହିୟା ବିଶ୍ୱ ଚାମ୍ପିୟନ ଜାଭୁର ଉଗୁଏଭଙ୍କ ନିକଟରୁ ୭-୪ରେ ପରାଜିତ ହେବା ସହିତ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି ରେସଲର ରବି ଦାହିୟା। ଆରମ୍ଭରୁ ରବି…

ଭୂକମ୍ପ ଆଲର୍ଟ ଆପ୍‌ ଲଞ୍ଚ, ଫୋନରେ ମଳିବ…

ଉତ୍ତରାଖଣ୍ଡ: ଏଣିକି ଭୂକମ୍ପ ଜନିତ କ୍ଷୟକ୍ଷତିକୁ ରୋକା ଯାଇପାରିବ। ଲଞ୍ଚ ହେଲା ଭୂକମ୍ପ ଆଲର୍ଟ ଆପ୍‌। ବିକଶିତ ଦେଶରେ ବ୍ୟବହାର ହେଉଥିବା ଭୂକମ୍ପ ପ୍ରାର୍କ ସୂଚନା କେନ୍ଦ୍ର ଆଧାରରେ ଭାରତରେ ପ୍ରଥମ କରି ଏଭଳି ମେସିନ୍‌କୁ ସ୍ଥାପନ କରାଯାଇଛି। ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ଏହି ପ୍ରଥମ ଭୂକମ୍ପ…

ସ୍ୱର୍ଣ୍ଣ ପଦକକୁ ବାଣ୍ଟି ଅଲିମ୍ପିକ୍ସରେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ। ଦୁଇ ପ୍ରତିଦ୍ୱନ୍ଦ୍ୱୀ ସବୁ କ୍ରୀଡାବିତଙ୍କୁ ଦେଲେ ମାନବିକତାର ବାର୍ତ୍ତା। ରଚିଲେ ଅଲିମ୍ପିକ୍ସରେ ନୂଆ ଇତିହାସ। ମେଡାଲକୁ ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ। ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ ଦୁଇ…

ଫ୍ଲିପକାର୍ଟକୁ ଇଡିର ନୋଟିସ୍, ଲାଗିପାରେ…

ନୂଆଦିଲ୍ଲୀ:ଫ୍ଲିପକାର୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସ୍। ଇଡି ପକ୍ଷରୁ ଦେଶର ସର୍ବବୃହତ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ପ୍ରତିଷ୍ଠାତା ସଚିନ ବଂଶଲ ଓ ବିନ୍ନୀ ବଂଶଲ ଓ ଅନ୍ୟ ୯ ଜଣଙ୍କ ନିକଟକୁ ଫୋରେକ୍ସ ଆଇନ ଉଲଘଂନ ନେଇ ନୋଟିସ୍ ଜାରି କରିଛି। ଏହି ନୋଟିସ ଜରିଆରେ ଇଡି ସେମାନଙ୍କ ଠାରୁ…

ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ…

କେରଳ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ଯଦି ଅଭିଯୁକ୍ତ ନିଜର ଗୁପ୍ତାଙ୍ଗ କୌଣସି ମହିଳାଙ୍କ ଜଂଘରେ…

ସରିଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା,…

ଭୁବନେଶ୍ବର: ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା। ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ ଆରମ୍ଭ। ତିନି ଦିନ ଧରି ମୂଲ୍ୟାୟନ ଚାଲିବ ବୋଲି ସୂଚନା ମିଳିଛି। ଗତ ୩୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା। ଯେଉଁ…