Odisha Link
Bridging the Missing Links in Odisha
Daily Archives

August 16, 2021

ଲର୍ଡସ୍‌ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ

ଲଣ୍ଡନ: ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଇଂଲଣ୍ଡକୁ ମାତ୍‌ ଦେଇ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ବିରାଟ ବାହିନୀ। ରୋମାଞ୍ଚକର ମ୍ୟାଚରେ ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ମାତ୍‌ ଦେବାରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ…

“କାର୍, ହେଲିକପ୍ଟର ଓ ପ୍ରଚୁର…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣିଥରେ ଆରମ୍ଭ ହୋଇଛି ତାଲିବାନ୍‌ ଶାସନ। କାରଣ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଛି ତାଲିବାନ୍। ଅନ୍ୟପଟେ ଦେଶର ଜନତାଙ୍କୁ ଛାଡ଼ି ଦେଶ ଛାଡ଼ି ପଳାଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ ସମେତ ବହୁ ମନ୍ତ୍ରୀ। ଦେଶରେ ହାହାକାର ସ୍ଥିତି ଥିବାବେଳେ…

ଲର୍ଡସ୍‌ରେ ବଲ୍‌ ଟାମ୍ପରିଂ! ଭାଇରାଲ…

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍। ଆଜି ମ୍ୟାଚର ଅନ୍ତିମ ଦିନ। ଖବର ଲେଖା ହେବା ସୁଦ୍ଧା ଇଂଲଣ୍ଡ ଦଳ ୫ ଓ୍ବିକେଟ ହରାଇ ମୋଟ ୯୦ ରନ୍‌ କରିଛି। ବିଜୟ ପାଇଁ ଇଂଲଣ୍ଡ ଦଳକୁ ଆଉ ୧୮୨ ରନର ଆବଶ୍ୟତକା ଥିବାବେଳେ ଟିମ୍‌…

ଗଞ୍ଜାମ: ଉନ୍ନୟନ କାର୍ଯ୍ୟ ସମୀକ୍ଷାକଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସୋଆରେ ପାଳିତ ହେଲା ୭୫ତମ ସ୍ୱାଧୀନତା…

ଭୁବନେଶ୍ୱର : ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି । କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି । ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ ପରିସ୍ଥିତିର ସଠିକ…

ଉଡ଼ନ୍ତା ବିମାନରୁ ଖସିପଡ଼ିଲେ, ଚାଲିଗଲା ୩…

କାବୁଲ: ତାଲିବାନ୍ କବଳରେ ଆଫଗାନିସ୍ତାନ। ଯାହାଫଳରେ ଏବେ ଆଫଗାନିସ୍ତାନ ଛାଡ଼ିବାକୁ ଡହଳବିକଳ ହେଉଛନ୍ତି ଲୋକେ। ନିଜ ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଲୋକେ ହେଉଛନ୍ତି ପ୍ରସ୍ତୁତ। ସ୍ଥିତି ଏଭଳି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରକୁ ଚଢ଼ିବାକୁ ପଛାଉନାହାନ୍ତି ଲୋକେ।…

ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ…

ଭୁବନେଶ୍ବର: କରୋନା କାଳରେ ଅନୁଷ୍ଠିତ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବିକ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍‌ଲାଇନ୍‌ ପାଳନ…

କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ ହେଲେ…

କୋଲକାତା: ସମ୍ପର୍କରେ ଲାଗିଲା ବିରାମ। କଂଗ୍ରେସର ହାତ ଛାଡ଼ି ତୃଣମୂଳରେ ସାମିଲ ହେଲେ ସୁସ୍ମିତା ଦେବ। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିଏମସିରେ ଯୋଗ ଦେଇଛନ୍ତି ସୁସ୍ମିତା। ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାଇନ୍‌ଙ୍କ ଉପସ୍ଥିତିରେ ତୃଣମୂଳ ଶିବିରରେ ସାମିଲ ହୋଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଶିଲଂ: ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଂଙ୍ଗାମାଙ୍କ ନିଜ ଘର ଉପରକୁ ବୋମା ମାଡ଼ କରିଛନ୍ତି କିଛି ଦୁର୍ବୃ୍ତ୍ତ। ଏନେଇ ସୂଚନା ଦେଇଛନ୍ତି ମେଘାଳୟ ପୁଲିସ୍। ମିଳିଥିବା ସୂଚନା ମୁତାବିକ, କିଛି ଦୁର୍ବୃତ୍ତ ଗାଡ଼ିରେ ଆସି…

ଏଣିକି ଜରୁରୀକାଳୀନ ପୁଲିସ ସେବା ପାଇଁ…

ଭୁବନେଶ୍ବର: ଏଣିକି ଜରୁରୀକାଳୀନ ପୁଲିସ ସେବା ପାଇଁ ୧୦୦ ବଦଳରେ ଡାଏଲ୍‌ କରନ୍ତୁ ୧୧୨। ୧୦୦ ଜରୁରୀକାଳୀନ ପୁଲିସ ସେବା ୧୧୨ରେ ମିଶ୍ରଣ ହୋଇଛି। ଫଲରେ ଜରୁରୀକାଳୀନ ପୁଲିସ ସେବା ପାଇଁ ୧୧୨ ଡାଏଲ୍‌ କରିବାକୁ ପଡିବ। ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ସେପଟେ ଭୁବନେଶ୍ବରରେ ଷ୍ଟ୍ରିଟ୍ କ୍ରାଇମ୍…