Odisha Link
Bridging the Missing Links in Odisha
Daily Archives

August 16, 2021

ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି। ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’। ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ। ପ୍ରତିଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ।ଏନେଇ ସୂଚନା ଦେଇଛନ୍ତି…

ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡ଼ି:…

ଭୁବନେଶ୍ୱର: ରାସ୍ତାରେ ଗଡିବନି ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି। କେନ୍ଦ୍ରର ନୂଆ ସ୍କ୍ରାପ୍ ପଲିସି ରାଜ୍ୟ କାର୍ଯ୍ୟକାରୀ କରିବ। ଫଳରେ ରାଜ୍ୟରେ ପୁରୁଣା ଗାଡ଼ି ଗଡିବନି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ପରିବହନ ବିଭାଗ ଏନେଇ ପ୍ରକ୍ରିୟା ଆରମ୍ଭ କରି ସାରିଛି। ରାଜ୍ୟରେ…

କରୋନାକୁ ପରାସ୍ତ କରିବା ପାଇଁ କୋଭିଡ…

ଗଜପତି/ କନ୍ଧମାଳ/ ସୁନ୍ଦରଗଡ: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ବିଭାଗର ସହେଯୋଗରେ ୟୁନିସେଫ୍ ଓଡ଼ିଶା ଦ୍ୱାରା ଗଜପତି/ କନ୍ଧମାଳ/ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି…

କାବୁଲ ଏୟାରପୋର୍ଟ ବନ୍ଦ, ଦିଲ୍ଲୀକୁ…

କାବୁଲ: ଆଫଗାନିସ୍ତାନକୁ ଆକ୍ତିଆରକୁ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛି ତାଲିବାନ। କାବୁଲ ଏୟାରପୋର୍ଟ ଲଗାତାର ଗୁଳିମାଡ ଫଳରେ ନିଆଁ ଲାଗିଛି। ଏହି ଗୁଳିମାଡ଼ରେ ୩ ମୃତ ଘଟିଛି। ଏୟାରପୋର୍ଟକୁ ଚାରିପଟୁ ସିଲ କରାଯାଇଛି। ଏଥିସହ କାବୁଲ ଏୟାରପୋର୍ଟ ବନ୍ଦ କରି ଦିଆଯାଇଛି।। ଦିଲ୍ଲୀ…

ଶିଶୁଙ୍କୁ ସଂକ୍ରମଣ ହେବାର ସମ୍ଭାବନା…

ଭୁବନେଶ୍ବର: ୧୮ ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ସମ୍ଭାବନା ରହିଛି। ପିଆଇବି ବୁଲେଟିନ ଅନୁସାରେ ଦେଶରେ ମାତ୍ର ୧୨% ଶିଶୁ କରୋନା ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ। ଦିନକୁ ଦିନ ବଢ଼ିଚାଲିଛି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୫୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଛି। ୧୨୮୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ…

+୨ ରେଜଲ୍ଟକୁ ନେଇ ସିଏଚଏସଇ କାର୍ଯ୍ୟାଳୟ…

ଭୁବନେଶ୍ବର: ଯୁକ୍ତ୨ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ। ମନ ଇଚ୍ଛା ମାର୍କ ଦେଇ ଫେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଏଥିସହ ସିଏଚଏସଇ କାର୍ଯ୍ୟାଳୟ ଘେରି ସିଏଚଏସଇ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ। ଗତବର୍ଷ ଯୁକ୍ତ ଦୁଇରେ କୌଣସି ପରୀକ୍ଷା ଦେଇନଥିବା ପିଲାମାନେ ଦଶମ…

୨ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର: ଏସଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଆଜି ୨ କେଜି ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜଳେଶ୍ବରର ମମତାଜ୍‌ ଖାନ୍‌, ଜଗତସିଂହପୁରର ଉଦୟନାଥ ରଥ, କଟକ…

ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା…

ପୁରୀ: ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକ କରିପାରିବେ ଶବ ସତ୍କାର। ପ୍ରାୟ ୪ ମାସ ପରେ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ଶବସତ୍କାର କରିପାରିବେ। କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ। ଏଥିସହ କଡା କୋଭିଡ୍ କଟକଣାରେ ଶବ ସତ୍କାର କରାଯିବ ବୋଲି ଜିଲ୍ଲାପାଳ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ରୋଷେୟା…

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି। ପୋଲିସ ପରେ କ୍ରାଇମବ୍ରାଞ୍ଚ ଏବେ ପୁଣିଥରେ ପ୍ରଥମରୁ ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଗସ୍ତର ଆଜି ତୃତୀୟ ଦିନ। ଆଜି କ୍ରାଇମବ୍ରାଞ୍ଚ ଘଟଣା ସହ ସଂପୃକ୍ତ ଥିବା ରୋଷେୟା ମନ୍ମଥ…