Odisha Link
Bridging the Missing Links in Odisha
Daily Archives

September 14, 2021

କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ…

ଭୁବନେଶ୍ୱର: କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଉଚିତ୍‌ ପଦକ୍ଷେପ ନେବେ ବୋଲି ଟ୍ୱିଟ୍‌ ଜରିଆରେ ଆଶାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

କୁବେର ଦିଦିଙ୍କ ୪ କୋଟି ଟଙ୍କାର…

ଭୁବନେଶ୍ବର: ଅଙ୍ଗନବାଡ଼ି ଦିଦିଙ୍କ ସମ୍ପତ୍ତି ତାଲିକା ଦେଖି ତାଜୁବ ଭିଜିଲାନ୍ସ। କୁବେର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କର ୪ କୋଟିର ସଂପତ୍ତି ଠାବ ହୋଇଛି। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ିରେ ଚାକିରୀ କରିଥିବା କବିତା ମାଥନଙ୍କ ପାଖରୁ ଏହି ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । କୁବେର ଦିଦିଙ୍କ…

କ୍ରିକେଟରୁ ସନ୍ନ୍ୟାସ ନେଲେ ମାଲିଙ୍ଗା

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କଲେ ଆଉ ଜଣେ ଷ୍ଟାର ଖେଳାଳି। ଶ୍ରୀଲଙ୍କାର କିମ୍ବଦନ୍ତ୍ରୀ ପେସ୍‌ ବୋଲର ଲାସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ବିରାମ ଲଗାଇଛନ୍ତି ମାଲିଙ୍ଗା। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ…

ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ…

କଟକ: ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଛି ବିବାଦ। ଏସବୁ ମଧ୍ୟରେ ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା। କଟକ ବାଲୁବଜାର ପୂଜା କିମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ସବୁଠୁ ବଡ଼କଥା ହେଲା ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏସ୍‌ଆରସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏଥିସହିତ…

ପୁଲିସକୁ ବଡ଼ ସଫଳତା, ଦୁର୍ଦ୍ଦାନ୍ତ…

ଭୁବନେଶ୍ବର: ଗିରଫ ହେଲା ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର। ଏନେଇ ସୂଚନା ଦେଇଛନ୍ତି ଖୋଦ୍‌ ପୁଲିସ ଡିଜି ଅଭୟ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଶଙ୍କରକୁ ଗିରଫ କରିିଛି ପୁଲିସ୍। କୋରାପୁଟ ଡିଭିଏଫ୍, ଏସ୍‌ଓଜି, ବିଏସ୍‌ଏଫ୍‌ ମିଳିତ ଅପରେସନରେ ଗିରଫ ହୋଇଛି ଶଙ୍କର। ଆନ୍ଧ୍ର ଓଡ଼ିଶା ସ୍ପେଶାଲ…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଭୁବନେଶ୍ୱରରୁ ଦୁଇ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ପାଖାପାଖି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍। ଗିରଫ ଦୁଇ ଅଭିଯୁକ୍ତ ରକିବୁଲ ଲସ୍କର ଓ ସୁଧନ୍ୟ ଗୟାନ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।…

କଙ୍ଗନାଙ୍କୁ କଡ଼ା ଚେତାବନୀ: କୋର୍ଟରେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଅଦାଲତଙ୍କ କଡ଼ା ଚେତାବନୀ। ଆଗାମୀ ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା। ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ ବମ୍ବେ ହାଇକୋର୍ଟ…

ଜିରୋରୁ ହିରୋ ହୋଇଥିବାରୁ କେହି ମୋ ନାଁରେ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। କୋଟି କୋଟି ଟଙ୍କାର ସମ୍ପତିକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ତେବେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା ମାଥନଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ଜୀବନରେ ବହୁ କଷ୍ଟ ସ୍ୱୀକାର କରିଛି। ଅନେକ ବ୍ୟବସାୟ ବି କରିଛି।…

ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧ ଗୁପ୍ତଚର…

ବାଲେଶ୍ୱର: ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧ ଗୁପ୍ତଚର ଅଟକ। ପଡୋଶୀ ଦେଶର ଗୁପ୍ତଚରଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସୂଚନା ଦେଉଥିବା ଅଭିଯୋଗରେ ଅଟକ ରଖିଛି ପୁଲିସ। ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଅଟକ। ଗତକାଲି ରାତିରେ ଠିକା କର୍ମଚାରୀଙ୍କ ଘରୁ…

ଡେଲିଭରୀ ବୟ୍‌ଙ୍କୁ ଠାବ, ନିଜେ ରଚିଥିଲେ…

ଭୁବନେଶ୍ୱର: ନିଖୋଜ ଥିବା ଡେଲିଭରି ବଏ ପତିତପାବନ ପୃଷ୍ଟି ଅପହରଣ ଘଟଣାରୁ ପରଦା ହଟିଛି। ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ। ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ। ଅନ୍ୟ ଜଣେ ସାଥୀକୁ ମଧ୍ୟ ଠାବ କରିଛି ପୋଲିସ। ପତିତପାବନକୁ ଆଣିବାକୁ ଯାଇଛି ଟିମ। ତାଙ୍କୁ କେହି ଅପହରଣ…