Odisha Link
Bridging the Missing Links in Odisha
Daily Archives

September 23, 2021

୭୫ ବର୍ଷର ଗଛକୁ ମିଳିବ ପେନସନ୍

ନୂଆଦିଲ୍ଲୀ: ଗଛକୁ ମିଳିବ ପେନସନ। ୭୫ ବର୍ଷର ଉଦ୍ଧ୍ୱର୍ ବୟସର ଗଛକୁ ସରକାର ଦେବେ ପେନସନ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଏଥିପାଇଁ ସେ ଏକ ଯୋଜନା କରିଛନ୍ତି। ଯୋଜନାର ନାମ ରହିଛି ପ୍ରାଣବାୟୂ ଦେବତା ପେନସନ ଯୋଜନା। ଯେଉଁ ଯୋଜନାରେ ୭୫…

+୨ରେ ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା…

ଭୁବନେଶ୍ବର: +୨ରେ ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ପାଇଁ ବଦଳିଲା ନିୟମ। ଦଶମ ଶ୍ରେଣୀରେ ଗଣିତ ବିଷୟରେ ଶିକ୍ଷା‌ ଗ୍ରହଣ କରି ନ ଥିଲେ +୨ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଯେଉଁ ଛାତ୍ରଛାତ୍ରୀ…

ବସ୍ ଓଲଟି ୧୨ ଆହତ

ଭଞ୍ଜନଗର: ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍। ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ଭାରସାମ୍ୟ ହରାଇ ଓଲଟିଛି ବସ୍। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ‘ନୀଳକଣ୍ଠ’ ନାମକ ବସଟି ଭାରସାମ୍ୟ ହରାଇ ଓଲଟିପଡିଛି। ବସ୍ ଓଲଟିବା ଯୋଗୁଁ ୧୨ ଜଣ…

ରାଜ୍ୟରେ ଦିନକରେ ୭୨ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୨୫୯୪ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୫ ଜଣ କ୍ୱାରେଣ୍ଟାଇନ୍‌ରୁ…

ଶାଢ଼ୀ ପିନ୍ଧିଥିବାରୁ ରେସ୍ତୁରାଁକୁ…

ନୂଆଦିଲ୍ଲୀ: ଦିଲ୍ଲୀର ଏକ ରେସ୍ତୁରାଁରେ ଅଭାବନୀୟ ଦୃଶ୍ୟ ଦେଥିବାକୁ ମିଳିଛି ଯାହା ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାଢ଼ୀ ପିନ୍ଧିଥିବାରୁ ଜଣେ ମହିଳାଙ୍କୁ ରେସ୍ତୁରାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନାହାଁନ୍ତି ରେସ୍ତୁରାଁ କର୍ମଚାରୀ। ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ…

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୧…

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର। ଗୁରୁବାର ଦକ୍ଷିଣ କଶ୍ମୀର ଅଞ୍ଚଳର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଚିତ୍ରଗାମ୍‌ ଗାଆଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ଗୁଳିବିନିମୟ ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌…

ଏସ୍‌ସିବିରେ ଆଉ ଜଣେ ଇକ୍‌ମୋ…

କଟକ: କଟକ ଏସସିବି ମେଡିକାଲରେ ପୁଣି ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ ରୋଗୀ ଆଖି ବୁଜିଛନ୍ତି। ଗତକାଲି ଚତୁର୍ଥ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ଏବେ ଇକମୋ ୟୁନିଟ ଖାଲି…

ରୁଷରେ ବିମାନ ନିଖୋଜ, ୬ ଯାତ୍ରୀଙ୍କ…

ମସ୍କୋ: ରୁଷର ଖାବରୋଭସ୍କରେ ବିମାନ ନିଖୋଜ। ୬ ଜଣ ଯାତ୍ରୀ ଥିବା ଏହି ବିମାନ ରାଡାରରୁ ଗାଏବ ହେଇ ଯାଇଛି। ୬ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟୋନୋଭ-୨୬ ନାମକ ଏହି ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ହଠାତ୍ ରାଡାର ପରଦାରୁ ଉଭେଇ ଯାଇଥିଲା। ବିମାନର ସନ୍ଧାନ ଲାଗି ଏକ ଏମଆଇ- ୮ ହେଲିକପ୍ଟର ମୁତୟନ…

ଆଉ ଏକ ଲଘୁଚାପ, ୨୬ରୁ ବର୍ଷିବ

ଭୁବନେଶ୍ୱର: ଲଘୁଚାପଜନିତ ବର୍ଷା ପରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ୨୪ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଗକୁ ଆହୁରି ବର୍ଷା ହେବ। ମଙ୍ଗଳବାର ଓଡ଼ିଶା ପାଖରେ ଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ଉପରେ। ମାତ୍ର ମିଆଁମାର ଉପକୂଳରେ…

ଆଜି ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିବେ…

ନୂଆଦିଲ୍ଲୀ: ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରେ ଆପଲ୍ ଭଳି ୫ଟି ବଡ଼ ବଡ଼ କମ୍ପାନୀର ସି.ଇ.ଓ.ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହ କ୍ବାର୍ଡ୍…