Odisha Link
Bridging the Missing Links in Odisha
Daily Archives

December 27, 2022

ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ ଟ୍ରଫିକୁ…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବାବେଳେ ହକି ବିଶ୍ୱକପର ଟ୍ରଫି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିସାରିଛି। ଆଜି ଗୋଟିଏ ଦିନ ଟ୍ରଫିକୁ ପୁରୀରେ ଭ୍ରମଣ କରାଯିବା ଯୋଜନା ରହିଛି। ପ୍ରଥମେ ହକି ବିଶ୍ୱକପ ଟ୍ରଫିକୁ ସମୁଦ୍ରକୂଳ ପରେ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ଟ୍ରଫିକୁ…

ଓଡ଼ିଶା ବୁଲି ଆସିଥିବା ୨ ରୁଷୀୟ ପର୍ଯ୍ୟଟକ…

ଭୁବନେଶ୍ବର: ରୁଷ୍‌‌ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ନିଜର ଜନ୍ମଦିନ ପାଳନ ପାଇଁ ରୁଷର ଏହି ସାଂସଦ ବନ୍ଧୁମାନଙ୍କ ସହ ଓଡ଼ିଶା ଆସି ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିଲେ। ଶନିବାର ଦିନ ହୋଟେଲ…

ଆମ୍ବୁଲାନ୍‌ସ ଧକ୍କାରେ ଚାଲିଗଲା ଜୀବନ,…

ଓଏଲ୍‌ ବ୍ୟୁରୋ : ଦ୍ରୁତଗାମୀ ଆମ୍ବୁଲାନ୍‌ସ ନେଲା ଜୀବନ। ଚଳନ୍ତା ଟ୍ରକକୁ ପଛପଟରୁ ଧକ୍କା ଦେଲା ଆମ୍ବୁଲାନ୍‌ସ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ସକାଳ ପ୍ରାୟ ୬ଟା ସମୟରେ ଘଟିଥିବାବେଳେ ଆମ୍ବୁଲାନ୍‌ସଟି ଟ୍ରକକୁ ପିଟିଥିଲା। ୧୬ ନମ୍ବର…

ଭିଜିଲାନ୍ସ ପଞ୍ଝାରେ ଡେପୁଟି କଲେକ୍ଟର

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଡେପୁଟି କଲେକ୍ଟର ଚିତ୍ତରଞ୍ଜନଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଥିବା ଖବର ସାମ୍ନାକୁ ଆସିଛି।…

ହକି ବିଶ୍ବକପ୍‌ ୨୦୨୩: ଭୁବନେଶ୍ବରରେ…

ଓଏଲ୍‌ ବ୍ୟୁରୋ: ଜାନୁଆରୀରେ ଖେଳାଯିବ ହକି ମହାକୁମ୍ଭ । ମୋଟ ୧୬ଟି ଦଳ ଭାଗ ନେବେ ଏହି ମହାକୁମ୍ଭରେ। ପ୍ରଥମ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଛି ଭାରତୀୟ ହକି ଟିମ୍‌। ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଖେଳିବା ପାଇଁ ଭୁବନେଶ୍ବରରେ ପହଁଞ୍ଚିଲେ ଭାରତୀୟ ହକି ଟିିମ୍‌ । ଓଡ଼ିଆ ପୁଅ ଅମିତ ରୋହିତ ଦାସ ଦଳର…

ଅପରାହ୍ନରେ କୋଭିଡ ସମୀକ୍ଷା କରିବେ…

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ହୁ ହୁ ହୋଇ ବଢ଼ିବାରେ କରୋନା ସଂକ୍ରମଣ। ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଏହାକୁ ନଜରରେ ରଖି ଭାରତ ସରକାର କୋଭିଡ ସତର୍କତା ଗାଇଡଲାଇନ୍‌ ଜାରି କରିସାରରିଛନ୍ତି । ଏସବୁ ମଧ୍ୟରେ ରାଜ୍ୟର କୋଭିଡ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି…